ନେଟ୍ଫ୍ଲିକ୍ସ ଭଳି ଆପ୍ ଯୋଗୁଁ ବଲିଉଡ୍ ପ୍ରଭାବିତ ହେବ
ଏବେ ଡିଜିଟାଲ ଗଣମାଧ୍ୟମର ଜମାନା । ଲୋକେ ସିନେମା ହଲ୍କୁ ଯାଇ ଫିଲ୍ମ ଦେଖିବା ବଦଳରେ ମୋବାଇଲରେ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ଦେଖିବା ପସନ୍ଦ କଲେଣି । ଯାହାଫଳରେ ନେଟ୍ଫ୍ଲିକ୍ସ ଭଳି ଆପ୍ ସବୁ ଲୋକପ୍ରିୟ ହେବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ ନେଟ୍ଫ୍ଲକ୍ସ ଦ୍ୱାରା…