Browsing Tag

dil bechara

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ମିଳିଲା ଦର୍ଶକଙ୍କ ଭରପୂର ଭଲ ପାଇବା, ପାଇଲା ୯.୯ ରେଟିଂ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି। ଫିଲ୍ମଟି ଫ୍ୟାନ୍‌ଙ୍କୁ ବହୁତ ଇମୋସନାଲ କରିଦେଇଛି। ଫିଲ୍ମ ଦେଖିବା ବେଳେ ଫ୍ୟାନ୍‌ଙ୍କ ଆଖିରେ ଲୁହ ଆସିଛି। ରିଲିଜ୍‌ ହେବା ପରେ ଫିଲ୍ମଟି ଖୁବ୍‌ ଲୋକପ୍ରିୟ ହୋଇଛି ଓ ସୋସିଆଲ…

ଆଜି ରିଲିଜ୍ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ Dil Bechara, ଜାଣନ୍ତୁ କେବେ, କେମିତି ଏବଂ କେଉଁଠି ଦେଖିବେ

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ। ତେବେ ତାଙ୍କର ଏମିତି ଅକସ୍ମାତ ମୃତ୍ୟୁରେ ଏବେବି ଦୁଃଖରେ ଅଛନ୍ତି ତାଙ୍କ ଫ୍ୟାନ୍ସ। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କୁ ଟ୍ରିବ୍ୟୁଟ ଦେବା ପାଇଁ ଆକ୍ଟରଙ୍କ ଅଭିନୀତ ଲାଷ୍ଟ ଫିଲ୍ମ ‘ଦିଲ…

ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ, ସୁଶାନ୍ତଙ୍କ ସହିତ ଏହି ଫିଲ୍ମରେ ଆସିଥିଲେ ନଜର

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ୍‌ ବିଚାରା’ର ଅଭିନେତ୍ରୀ ସ୍ୱସ୍ତିକା ମୁଖର୍ଜୀଙ୍କୁ ସୋସିଆଲ ମିଡିଆରେ ଏସିଡ ମାଡ଼ ଏବଂ ଦୁଷ୍କର୍ମ କରିଦେବା ଧମକ ମିଳୁଛି। ଅଭିନେତ୍ରୀ ଏହାକୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମିଛ ଖବର ପ୍ରଚାରିତ କରିବା…

ରିଲିଜ୍‌ ହେଲା ‘ଦିଲ ବେଚାରା’ର ଟାଇଟଲ ଗୀତ, ମାଇକେଲ ଜ୍ୟାକସନ୍‌ଙ୍କ ଭଳି ଅବିକଳ ଡ୍ୟାନ୍ସ କରୁଥିବା ନଜର ଆସିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ଦିଲ ବେଚାରାର ଟାଇଟଲ୍‌ ଗୀତ ‘ଦିଲ ବେଚାରା’ ଆଜି ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଗୀତରେ ସେ ମାଇକେଲ ଜ୍ୟାକସନ୍‌ଙ୍କ ଭଳି…

ରିଲିଜ୍‌ ହେଲା ‘ଦିଲ ବେଚାରା’ ଗୀତର ଟିଜର, ସୁଶାନ୍ତଙ୍କ ନଟ୍‌ଖଟ୍‌ ଅନ୍ଦାଜକୁ ପସନ୍ଦ କରୁଛନ୍ତି ଫ୍ୟାନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମର ଟାଇଟଲ୍‌ ଗୀତ ‘ଦିଲ ବେଚାରା’ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ସୁଶାନ୍ତଙ୍କର ଏହି ନଟ୍‌ଖଟ୍‌ ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଟିଜରରେ ସୁଶାନ୍ତ ଗୀତର କେତେକ ଷ୍ଟେପ୍‌ କରି ଶେଷରେ ହସିଥିବା…

ସୁଶାନ୍ତଙ୍କର ଏକ ଝଲକ ପାଇଁ ଉତ୍ସାହିତ ହୋଇପଡ଼ିଥିଲେ ଫ୍ୟାନ୍‌, ଭାଇରାଲ ହେଉଛି ‘ଦିଲ୍‌ ବେଚାରା’ ସୁଟିଂ ସେଟ୍‌ର ଭିଡିଓ

ସୁଶାନ୍ତ ସିଂହ ରାଜପୁତ ଆମ ଗହଣରେ ନଥିଲେ ମଧ୍ୟ ଫ୍ୟାନ୍‌ଙ୍କ ମନରେ ସେ ସବୁଦିନ ପାଇଁ ରହିଥିବେ। ଖୁବ୍‌ କମ୍‌ ସମୟ ମଧ୍ୟରେ ସୁଶାନ୍ତ ନିଜର ଏକ ଭିନ୍ନ ଫ୍ୟାନ୍‌ ଫଲୋୟର୍ସ ତିଆରି କରିଥିଲେ। ଏହି କାରଣରୁ ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ସମସ୍ତେ ଝୁରୁଛନ୍ତି। ସୁଶାନ୍ତଙ୍କ ସ୍ମୃତିରେ…

ସୁଶାନ୍ତଙ୍କ ‘ଦିଲ ବେଚାରା’ ଟ୍ରେଲରକୁ ଡିସ୍‌ଲାଇକ୍‌ କରିବାକୁ ନେଇ ହଙ୍ଗାମା କଲେ ଫ୍ୟାନ୍ସ, ଲେଖିଲେ ‘ଲଗେ ରହୋ ଚାମଚୋ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ଉତ୍ସାହ ରହିଥିଲା। ଏହାକୁ ୟୁଟ୍ୟୁବରେ ସୁପରହିଟ୍‌ କରିବା ଲକ୍ଷ୍ୟରେ ଫ୍ୟାନ୍ସ ଅଣ୍ଟା ମଧ୍ୟ ଭିଡିଥିଲେ। ସୁଶାନ୍ତଙ୍କ ଫ୍ୟାନ୍ସ ଏହାକୁ ସଫଳ ମଧ୍ୟ…

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦି ବେଚାରା’ର ଟ୍ରେଲରକୁ ମିଳିଲା ଫ୍ୟାନ୍‌ଙ୍କ ଭରପୂର ଭଲ ପାଇବା, ୨୪ ଘଣ୍ଟା ନ ପୂରୁଣୁ…

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇଛି। ରୋମାନ୍ସ ଓ ଇମୋସନ୍‌ରେ ଭରପୂର ଏହି ଫିଲ୍ମର ଟ୍ରେଲରରେ ସୁଶାନ୍ତଙ୍କ ଅଭିନୟ ସମସ୍ତଙ୍କ ମନ ଜିତିଯାଇଛି। ୨ ମିନିଟ୍‌ ୪୩ ସେକେଣ୍ଡର ଏହି ଟ୍ରେଲର ଆପଣଙ୍କୁ ପୂରା ବାନ୍ଧି ରଖିବ। ଟ୍ରେଲରକୁ ଲୋକମାନେ…

କାଲି ଲଞ୍ଚ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର, ହିଟ୍‌ କରିବାକୁ କ୍ୟାମ୍ପେନିଂ ଚଳାଇଛନ୍ତି…

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ଏକ୍ସାଇଟେଡ୍‌ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ…

ସାଙ୍ଗ ପାଇଁ କରିବେ କର୍ତ୍ତବ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘Dil Bechara’ର ପ୍ରମୋସନ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସାମୟିକ ନିଧନରେ ସାରା ଦେଶର ସିନେପ୍ରେମୀଙ୍କୁ ଏକ ବଡ ଝଟକା ଲାଗିଛି। ସେହିପରି ଆକ୍ଟରଙ୍କ ଅକସ୍ମାତ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ଅଭିନେତା ରାଜକୁମାର ରାଓ। ସୋସିଆଲ ମିଡିଆରେ ରାଜକୁମାର ଲେଖିଛନ୍ତି, ‘ଆପଣ ବହୁତ ମନେ ପଡିବେ’। ଆଉ ଏବେ…

ଆସନ୍ତା ମାସରେ ରିଲିଜ ହେବ ଫିଲ୍ମ “ଦିଲ ବେଚାରା”, କିନ୍ତୁ ଦେଖିବାକୁ ନାହାନ୍ତି ସୁଶାନ୍ତ…

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ଅତ୍ମହତ୍ୟା ଖବର ଯେମିତି ଦେଶବାସୀଙ୍କୁ ଏକ ପ୍ରକାର ହତବାକ କରିଦେଇଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଯେମିତି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ସୁଶାନ୍ତ ଏମିତି କାହିଁକି କଲେ ? ସୁଶାନ୍ତଙ୍କ ଏପରି ଏକ କ୍ରୁର ନିଷ୍ପତ୍ତି ନେବା ପଛର…