Browsing Tag

dilip kumar

ଦିଲ୍ଲୀପ କୁମାରଙ୍କ ନିଧନ ପରେ ନିରବୀ ଯାଇଛନ୍ତି ସାଏରା, କାହା ଫୋନ୍‌ ଉଠାଉନାହାନ୍ତି କି ଦେଖା ବି କରୁନାହାନ୍ତି

ବଲିଉଡ୍‌ର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ନିଧନ ପରେ ଏବେ ଖବର ଆସୁଛି ଯେ ତାଙ୍କ ପତ୍ନୀ ସାଏରା ବାନୋ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି ନେଇଛନ୍ତି। ସେ କାହା ସହ କଥା ହେଉ ନାହାନ୍ତି କି କାହାକୁ ନିଜ ସହ ଭେଟିବାକୁ ଦେଉ ନାହାନ୍ତି। ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ଭେଟିବାକୁ…

ବନ୍ଦ ହୋଇଯିବ ଦିଲୀପ କୁମାରଙ୍କ ଟ୍ଵିଟର ଆକାଉଣ୍ଟ, ଫ୍ୟାନ୍‌ ହେଲେ ନିରାଶ

ଦିବଂଗତ ମହାନ ଅଭିନେତା ଦିଲୀପ କୁମାରଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟ ବନ୍ଦ ହେବାକୁ ଯାଉଛି। ବୁଧବାର ତାଙ୍କ ଆକାଉଣ୍ଟରେ ଏହି ଘୋଷଣା କରାଯାଇଛି। ଦିଲୀପ କୁମାରଙ୍କ ପ୍ରବକ୍ତା ଫୈସଲ୍‌ ଫାରୁକୀ ବୁଧବାର ଦ୍ୱିପ୍ରହରରେ ଏକ ଟ୍ଵିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି କି, ‘ଅନେକ ଆଲୋଚନା ଏବଂ…

୯୮ବର୍ଷ ବୟସରେ ଦିିଗଜ୍ଜ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ହିନ୍ଦୀ ସିନେମାର ଦିଗଜ୍ଜ କଳାକାର ଦିଲ୍ଲୀପ କୁମାରଙ୍କ ବିୟୋଗ । ମୃତ୍ୟୁ ସମୟରେ ତାଙ୍କ ବୟସ ୯୮ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲମ୍ବା ସମୟ ଧରି ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ସକାଳେ ଅର୍ଥାତ ୭ ଜୁଲାଇ ବୁଧବାର ୭.୩୦ ଘଟିକାରେ ତାଙ୍କର…

ପୁଣି ଥରେ ଅସୁସ୍ଥ ହେଲେ ଦିଲୀପ କୁମାର, ଚିକିତ୍ସା ପାଇଁ ହସ୍ପିଟାଲରେ ହେଲେ ଭର୍ତ୍ତି

ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବାଇର ଖାର ସ୍ଥିତ ପିଡ଼ି ହିନ୍ଦୁଜା ହସ୍ପିଟାଲରେ ରୁଟିନ ଚେକଅପ ପାଇଁ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ୯୮ ବର୍ଷୀୟ ଏହି ବର୍ଷିଆନ ଅଭିନେତା ଛାତିଯନ୍ତ୍ରଣା ଅନୁଭବ କରିବା ସହ ଶ୍ଵାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର, ପତ୍ନୀ ସାଏରା ବାନୁ ଦେଲେ ସୂଚନା

ମେଡିକାଲରେ ଆଡ଼ମିଟ ହୋଇଛନ୍ତି ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଏରା ବାନୁ। ତେବେ ଦିଲ୍ଲୀପ କୁମାର ରେଗୁଲାର ଚେକଅପ ପାଇଁ ଆଡମିଟ ହୋଇଥିବା କହିଛନ୍ତି ସାଏରା। ରବିବାର ହିଁ ତାଙ୍କୁ ଡିସଚାର୍ଜ କରି ଦିଆଯିବ। Actor…

ସ୍ୱାମୀଙ୍କ ସହିତ ଫଟୋ ସେୟାର କରିବା ଦିଲୀପ କୁମାରଙ୍କ ନାତୁଣୀ ସାୟଶାଙ୍କୁ ପଡ଼ିଲା ଭାରି, ହେଉଛନ୍ତି ଜବରଦସ୍ତ ଟ୍ରୋଲ

ସୋସିଆଲ ମିଡ଼ିଆରେ ସେଲିବ୍ରିଟିମାନେ କେବଳ ପ୍ରଶଂସିତ ହୁଅନ୍ତି ନାହିଁ, ବରଂ ସେମାନଙ୍କୁ ଜବରଦସ୍ତ ଟ୍ରୋଲର ସାମ୍ନା ବି କରିବାକୁ ପଡ଼ିଥାଏ। ଫ୍ୟାନମାନଙ୍କ ପାଇଁ ସେୟାର କରୁଥିବା ଫଟୋ ଏବଂ ଭିଡ଼ିଓ କେବେ କେବେ ସେମାନଙ୍କ ଉପରେ ଭାରି ପଡ଼ିଯାଇଥାଏ। ଏବେ ଏମିତି କିଛି ଘଟିଛି ଦିଲୀପ କୁମାରଙ୍କ…

ପାକିସ୍ତାନରେ ୨ ବଲିଉଡ୍‌ କଳାକାରଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ୨ କୋଟି ଟଙ୍କା ପ୍ରଦାନ କଲେ ଇମରାନ୍‌ ସରକାର

ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାର ଏବଂ ରାଜ୍‌ କପୁରଙ୍କ ପାକିସ୍ତାନ ସ୍ଥିତ ପୈତୃକ ବାସଭବନର ସଂରକ୍ଷଣ କରିବେ ପାକିସ୍ତାନ ସରକାର। ଏଥିପାଇଁ ସରକାର ସରକାର ବାସଭବନର ମୂଲ୍ୟ ମଧ୍ୟ ନିର୍ଦ୍ଦାରଣ କରିଛନ୍ତି। ସୂଚନା ମୁତାବକ ସରକାର ଭାରତୀୟ ଟଙ୍କାରେ ଦିଲ୍ଲୀପ କୁମାରଙ୍କ ଘରର ମୂଲ୍ୟ୩୭ ଲକ୍ଷ ଏବଂ…

ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ରୁ ଗତ କିଛି ଦିନ ହେବ ଖରାପ ଖବର ଶୁଣିବାକୁ ମିଳୁଛି। ଏବେ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ନେଗେଟିଭ୍‌ ଖବର ସାମ୍ନାକୁ ଆସିଛି। ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ ଅହସାସ୍‌ ଖାନ୍‌ ଓ ଅସଲମ୍‌ ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ଏବେ…

ଓ୍ଵାର୍ଲ୍ଡ ବୁକ୍‌ ଅଫ୍‌ ରେକର୍ଡସରେ ସମ୍ମାନିତ ହେଲେ ଦିଲୀପ କୁମାର

ଲୋକପ୍ରିୟ ଅଭିନେତା ଦିଲୀପ କୁମାର ବଲିଉଡରେ ଅନେକ ବର୍ଷ ହେବ ନିଜର ଅଭିନୟରେ ଲୋକମାନଙ୍କ ମନରେ ରାଜ୍‌ କରିଛନ୍ତି। ବଲିଉଡରେ ନିଜର ଯୋଗ ଦେବା ପାଇଁ ଦିଲୀପ କୁମାରଙ୍କୁ ତାଙ୍କର ୯୭ତମ ଜନ୍ମଦିନରେ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡସ ଲଣ୍ଡନ ଦ୍ୱାରା ଗୋଲ୍ଡେନ ଏରା ଅଫ୍‌ ବଲିଉଡ୍‌ ପୁରସ୍କାର ଦେଇ…

ସୌନ୍ଦର୍ଯ୍ୟ ବ୍ୟତୀତ ମଧୁବାଲାଙ୍କ ଜୀବନରେ ନଥିଲା ଆଉ କିଛି ଖୁସି : ଶେଷ ସମୟରେ ନାକ ଓ ମୁହଁରୁ ବାହାରୁଥିଲା ରକ୍ତ ,…

ଯେବେ ବି ବଲିଉଡର ସବୁଠାରୁ ସୁନ୍ଦର ଚେହେରା ବିଷୟରେ କଥା ଉଠେ ସେତେବେଳେ ଦର୍ଶକ ମଧୁବାଲାଙ୍କ ନାଁ ପ୍ରଥମେ ନିଅନ୍ତି । ନିଜର ସୁନ୍ଦର ତଥା ଆକର୍ଷଣୀୟ ଚେହେରା ସହ ମତୁଆଲା ଅନ୍ଦାଜ୍ ଏବଂ ଅଭିନୟର ଦକ୍ଷତା ମଧୁବାଲାଙ୍କୁ ଅନେକ ହୃଦୟର ରାଣୀ କରିରଖିଛି । କେବଳ ସେତିକି ନୁହେଁ ମଧୁବାଲାଙ୍କୁ ମଧ୍ୟ…

ଟ୍ରାଜେଡ଼ି କିଙ୍ଗଙ୍କ ରିୟଲ ଲାଇଫ୍ ଟ୍ରାଜେଡ଼ି, ପିଏମ୍ ମୋଦିଙ୍କ ସହାୟତା ଲୋଡ଼ିଲେ ସାୟରା ବାନୋ

ମୁମ୍ବାଇ: ବଲିଉଡ଼ ଅଭିନେତା ଦିଲିପ୍ କୁମାରଙ୍କ ବଙ୍ଗଳାକୁ ନେଇ ବିବାଦ ଶେଷ ହେବାର ନାମ ନେଉନି। ଏପରିକି ନିକଟରେ କିଛି ବିଲଡ଼ର ଫ୍ଲାଟରେ ମାଲିକାନା ହକ୍ ଜମାଇଛନ୍ତି, ଯାହା ଉପରେ ଦିଲିପ୍ କୁମାରଙ୍କର ବଙ୍ଗଳା ନିର୍ମିତ ରହିଛି। ଅଭିନେତାଙ୍କ ପତ୍ନୀ ତଥା ପୂର୍ବତନ ବଲିଉଡ଼ ଅଭିନେତ୍ରୀ ଏକଥାକୁ ନେଇ…

ଗୋଟିଏ ଜିଦ୍ ପାଇଁ ଅଧୁରା ରହିଗଲା ଦିଲ୍ଲୀପ – ମଧୁବାଲାଙ୍କ ପ୍ରେମ କାହାଣୀ, ଜନ୍ମଦିନ ଅବସରରେ ଜାଣନ୍ତୁ ଟ୍ରାଜେଡି…

୯୬ ବର୍ଷରେ ପାଦ ଦେଲେ ବଲିଉଡର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାର୍ । ୧୯୨୨ ଡିସେମ୍ବର ୧୧ ରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍ ଅର୍ଥାତ୍ ଦିଲ୍ଲୀପ୍ କୁମାର । ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଦୀର୍ଘ ଦିନ ଧରି କରିଥିଲେ ରାଜ୍ । ହେଲେ ଏହି ଅଭିନୟ ସମ୍ରାଟ କେବେ ବି ଅଭିନୟର କୌଣସି…