Browsing Tag

dilip ray

ଜେଲ୍‌ ପରେ ବେଲ୍! ଜଣେ ଜାମିନଦାର ଓ ୧ ଲକ୍ଷ ବେଲ୍‌ ବଣ୍ଡରେ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍‌

କେନ୍ୟୁଜ୍‌: ଜେଲ୍‌ ପରେ ବେଲ୍‌ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍‌ । ଜଣେ ଜାମିନଦାର ଓ ୧ ଲକ୍ଷ ବେଲ୍‌ ବଣ୍ଡରେ ଜାମିନ ମିଳିଛି । ଦିଲ୍ଲୀପଙ୍କ ସହ ଅନ୍ୟ ଦୋଷୀଙ୍କୁ ମଧ୍ୟ ଜାମିନ ମଞ୍ଜୁର ହୋଇଛି । କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ…

କୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର…

ଭୁବନେଶ୍ବର: କୋଇଲା ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସଜା । ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା…

ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା, ପୁରୀକୁ ବିଶ୍ୱ ଐତିହ୍ୟ ସହର ଓ ପର୍ଯ୍ୟଟନର ବିକାଶ ପାଇଁ…

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀପ ରାୟଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା । ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା, ପର୍ଯ୍ୟଟନର ବିକାଶ ପାଇଁ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ସେ ତାରିଫ କରିଛନ୍ତି । ଦିଲ୍ଲୀପ କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ପର୍ଯ୍ୟଟନର ବିକାଶ ହୋଇ…

କୁଆଡେ ଯିବେ ବିଜୟ-ଦିଲ୍ଲୀପ ? ଏବେ ବି ସସପେନ୍ସ

ଭୁବନେଶ୍ବର : ବିଜେପି ହାତ ଛାଡ଼ିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଗତି କୁଆଡ଼େ ? ବିଜେଡିକୁ ବାହୁଡ଼ିବେ ନା ଆଉ କେଉଁ କ୍ୟାମ୍ପରେ ନାଁ ଲେଖାଇବେ ? ଦୁଇ ହେଭିେଓ୍ଵଟଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଥମୁ ନାହିଁ । ସେମାନେ ମୌନ । କିନ୍ତୁ ବିଜେପି ଦେଇଥିବା…

କାଲି ବିଜେପିକୁ ବାଏ ବାଏ କରିବେ ଦିଲ୍ଲୀପ ଓ ବିଜୟ

ଭୁବନେଶ୍ବର : ରାଜ୍ୟ ବିଜେପିରେ ଏବେ ଫୁଲ୍‌ ହଲଚଲ୍‌ । ଆଇଏଏସ୍‌ ଅଫିସର ପଦ ଛାଡ଼ି ଅପରଜିତା ଷଡଙ୍ଗୀ ବିଜେପି ହାତ ଧରୁ ଧରୁ ଦଳ ଛାଡିବା ନିଷ୍ପତ୍ତି ନେଇଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି । ରାଉରକେଲାରେ…