Browsing Tag

dilip tirkey

ଏକମାତ୍ର ଭାରତୀୟ ଖେଳାଳି ଭାବରେ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ରେକର୍ଡ ଦିଲୀପଙ୍କ ନାଁରେ ଅଛି

ଦିଲୀପ ତିର୍କୀ ହେଉଛି ଏମିତି ଏକ ନାଁ ଯିଏ ଅନ୍ତର୍ଜାତୀୟ ହକି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ୧୯୭୭ ମସିହା ଆଜିର ଦିନରେ ସୁନ୍ଦରଗଡ ଜିଲ୍ଲାର ଭିନସେଣ୍ଟ ତୀର୍କ୍କୀ ଓ ରେଗିନା ତିର୍କିଙ୍କ କୋଳ ମଣ୍ଡନ କରିଥିଲେ ଦିଲୀପ । ଖାଲି ଦିଲୀପ ନୁହନ୍ତି ତାଙ୍କ ପରିବାରର ଅନ୍ୟ…