‘ସାବାସ୍ ଦିଲୀପ’ : ଓଡ଼ିଶାର କ୍ରୀଡ଼ା ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ଉପରେ ବିଶେଷ ପ୍ରଦର୍ଶନୀ
ଭୁବନେଶ୍ୱର (କେନ୍ୟୁଜ୍) : ‘ଏହା ମୋର ପ୍ରଥମ ଆନ୍ତର୍ଜାତିକ ମ୍ୟାଚର ଫଟୋ । ଏହାର କପି ମୋ ପାଖରେ ବି ନାହିଁ । ଏତେ ବର୍ଷ ପରେ ଆଉ ଥରେ ଏହାକୁ ଦେଖି ମୁଁ ରୋମାଞ୍ଚିତ ହେଉଛି ’। ଇଏ ଥିଲା ଓଡ଼ିଶାର କ୍ରୀଡ଼ା ଗୌରବ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କ ପ୍ରତିକ୍ରିୟା । ୧୯୯୫ ମସିହା ଇନ୍ଦିରା ଗାନ୍ଧୀ…