ଗାଲରେ ଡ଼ିମ୍ପଲ୍ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ
ଗାଲରେ ଡ଼ିମ୍ପଲ ଥିବା ହସ କାହାକୁ ବା ନାପସନ୍ଦ। ଗାଲରେ ଡ଼ିମ୍ପଲ ହେବା ଦ୍ବାରା ବ୍ୟକ୍ତିଙ୍କ ସୁନ୍ଦରତା ଦ୍ବିଗୁଣିତ ହୋଇଥାଏ। ଖାସ କରି ମହିଳା ମାନେ ସେମାନେ ଡ଼ିମ୍ପଲ ବା ଭମର ପାଇବା ପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରପ୍ରଚାର ମଧ୍ୟ କରାଇଥାନ୍ତି। ସୁନ୍ଦର ଦେଖାଯିବା ପାଇଁ କରାଇଥିବା ଏହି…