ଡିମ୍ପଲ ହେବାର କାରଣ କଣ ଓ ଏହା କେତେବେଳେ ହୋଇଥାଏ ?
ଡିମ୍ପଲ, ଏହା ମଣିଷର ସୈନ୍ଦର୍ଯ୍ୟକୁ ବଢାଇଥାଏ । କିନ୍ତୁ ଏହା କାହିଁକି ହୋଇଥାଏ ଏବଂ କିଛି ଲୋକଙ୍କ ମଧ୍ୟରେ କାହିଁକି ଥାଏ । ଜାଣନ୍ତି କି ? ସେଲିବ୍ରେଟିଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ବି ଏହି ଡିମ୍ପଲକୁ ନେଇ କାଫି କ୍ରେଜ ରହିଛି । ଏମିତିକି କେତେକ କ୍ଷେତ୍ରରେ ଦେଖାଯାଇଛି ସର୍ଜରୀ…