Browsing Tag

dinesh karthik

କ’ଣ ନୂଆ IPL ଟିମ୍‌ କିଣିବେ କି ଦୀପିକା ଓ ରଣବୀର? ଦିନେଶ କାର୍ତ୍ତିକ ସମ୍ଭାବିତ ଜର୍ସିକୁ ନେଇ ଉଭୟଙ୍କୁ କଲେ ଟ୍ରୋଲ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ରେ ୮ ନୁହେଁ, ବରଂ ୧୦ ଫ୍ରାଞ୍ଚାଇଜ ଟିମ୍‌ ଭାଗ ନେବେ। ଦୁଇଟି ନୂଆ ଫ୍ରାଞ୍ଚାଇଜ ଟିମ୍‌ ଚଳିତ ବର୍ଷ ଆଇପିଏଲ୍‌ରେ ଯୋଡ଼ି ହେବେ ଏବଂ ଆଗାମୀ ବର୍ଷ ମଇଦାନକୁ ଓହ୍ଲାଇବେ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରେ ଏକ ବିଜ୍ଞପ୍ତି…

IPL ୨୦୨୧: ଫାଇନାଲରେ ପ୍ରବେଶ କଲା କୋଲକାତା ନାଇଟ୍‌ ରାଇଡର୍ସ, କିନ୍ତୁ ଦିନେଶ କାର୍ତ୍ତିକଙ୍କୁ ବଡ଼ ଝଟ୍‌କା

ଚଳିତ ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ର ଫାଇନାଲରେ ପ୍ରବେଶ କରିଛି। ଏବେ ଫାଇନାଲରେ ମୁହାଁମୁହିଁ ହେବେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ। ଏଣୁ…

କମେଣ୍ଟ୍ରି କଲାବେଳେ କହୁ କହୁ ଏମିତି କହିଦେଲେ ଦିନେଶ କାର୍ତ୍ତିକ, ଏବେ ହେଉଛନ୍ତି ଜୋରଦାର ଟ୍ରୋଲ୍‌

ନୂଆଦିଲ୍ଲୀ : କ୍ରିକେଟ କମେଣ୍ଟ୍ରି ଏକ କଳା । ଏହି କଳାକୁ ଫୁଟାଇ ପାରିଲେ ପ୍ରଶଂସାର ଅଭାବ ରହେନି । ସୁନିଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ପରେ ଏବେ କିକେଟର ଦିନେଶ କାର୍ତ୍ତିକ ନୂଆ କରି ଆରମ୍ଭ କରିଛନ୍ତି କମେଣ୍ଟ୍ରି । ହେଲେ ଖୁବ୍‌ କମ ସମୟରେ ସେ କମେଣ୍ଟ୍ରି ମାଧ୍ୟମରେ…

୨୦୦୪ରେ କରିଥିଲେ ଦିନିକିଆ ଡେବ୍ୟୁ, ଏବେ ୧୫ ବର୍ଷ ପରେ ବିଶ୍ବକପ୍ ଖେଳିବାକୁ ସୁଯୋଗ ପାଇଲେ ଏହି ଭାରତୀୟ ଖେଳାଳି

ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଏବଂ ଭାରତ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ କୋହଲି । ତେବେ ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ…