Browsing Tag

dinesh karttik

ଲାଇଭ ମ୍ୟାଚରେ ପଶିଲା ସାପ, ଟ୍ଵିଟ୍‌ କରି ମଜାଳିଆ କମେଣ୍ଟ ଦେଲେ ଦିନେଶ କାର୍ତ୍ତିକ : ଭିଡିଓ ଭାଇରଲ

ଲାଇଭ ମ୍ୟାଚରେ ପଶିଲା ସାପ । ଲଙ୍କା ପ୍ରିମିୟର ଲିଗ(LPL) ୨୦୨୩ରେ ଚାଲିଥିବା ମ୍ୟାଚରେ ହୋଇଛି । କଲମ୍ବୋର ଆର ପ୍ରେମଦାସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ସମୟରେ ସାପ ପଶିଯିବାରୁ ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଭୟ ପଶିଯାଇଥିଲା । ସାପ ପଶିବା ଯୋଗୁଁ…

କ୍ୟାପେଟେନସିପ ଛାଡ଼ିବେ ଦୀନେଶ କାର୍ତ୍ତିକ, ଇୟୋନ ମୋରଗାନ ଧରିବେ କେକେଆର ମଙ୍ଗ

ଇଣ୍ଡିୟାନ ପ୍ରିମିୟର ଲିଗର ଅନ୍ୟତମ ଫ୍ରାଞ୍ଚାଇଜି ଟିମ କୋଲକାତା ନାଇଟ ରାଇଡ଼ର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ନିଜ କ୍ୟାପଟେନ ପଦ ଛାଡିବା ନେଇ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଲିଗରେ ଟିମର ସେତେଟା ଭଲ ପ୍ରଦର୍ଶନ ନହେବା କାରଣରୁ ଦୀନେଶଙ୍କ କ୍ୟାପଟେନସିପକୁ ନେଇ ଚର୍ଚ୍ଚା ଜୋର ଧରିଛି ।…