Browsing Tag

dingko singh

ଆଉ ନାହାନ୍ତି ଡିଙ୍ଗକୋ ସିଂହ, ବ୍ୟାଙ୍ଗକକ୍ ଏସିଆନ୍ସ ଗେମ୍ସରେ ଭାରତକୁ ଜିତାଇଥିଲେ ସ୍ବର୍ଣ୍ଣ ପଦକ

ଭାରତୀୟ ବକ୍ସିଂ ଜଗତର ଉଦିୟମାନ ଖେଳାଳି ଭାବେ ଜଣା ବକ୍ସର ଡିଙ୍ଗକୋ ସିଂହ ଆଉ ନାହାନ୍ତି । ଡିଙ୍ଗକୋ ବ୍ୟାଙ୍କକ୍ ଏସିଆନ୍ସ ଗେମ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଖବରରୁ ଜଣାଯାଇଛିଯେ ଡିଙ୍ଗକୋ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ୨୦୧୭ରୁ ତାଙ୍କର ଲିଭର୍ କ୍ୟାନସର ରୋଗର ଚିକିତ୍ସା ଚାଲି…