ବିଏମସିର ନୂଆ ନିୟମ: ଆଜିଠୁ ହୋଟଲରେ ଖାଇବା ମନା
ଭୁବନେଶ୍ବର: ଆଜିଠୁ ହୋଟଲରେ ବସି ଖାଇବା ମନା। ଏନେଇ ନିଷ୍ପତ୍ତି ନେଇଛି ବିଏମ୍ସି। କେହି ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ସଲ ଆଣିବାର ବ୍ୟବସ୍ଥା ରହିଛି। ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର ଦେଇପାରିବେ। ଗତ ୧୯ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡଲାଇନରେ…