କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମଙ୍ଗଳ କାମନା କରି ମଙ୍ଗଳା ମନ୍ଦିରରେ ଦୀପ ଜାଳିଲେ ମଙ୍ଗଳା ସେବାୟତ
କାକଟପୁର :କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କିଛି ଦିନ ହେବ କେତେକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ବିବାଦ ମଧ୍ୟକୁ ଟାଣି କପଳ କଳ୍ପିତ ଖବର ପରିବେଷଣ କରୁଛନ୍ତି । ତାହାକୁ ନେଇ ଓଡିଶାର ପ୍ରତିଟି କୋଣ ଅନୁକୋଣରୁ ଅଚ୍ୟୁତ ସାମନ୍ତଙ୍କ ପାଇଁ ଲୋକମାନେ…