Browsing Tag

dipika chikhlia

୩୦ ବର୍ଷ ପରେ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି ଦୀପିକା ଚିଖଲିଆ

୧୯୮୭ ମସିହାର ସାଗର ପ୍ରଡକ୍ସନ ହାଉସର ଲୋକପ୍ରିୟ ଟିଭି ଶୋ’ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି । ୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଏହି ଧାରାବାହିକର କ୍ରେଜ୍‌ ବର୍ତମାନ ସୁଦ୍ଧା କମି ନାହିଁ…

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ, ଏବେ ରାମାୟଣର ‘ସୀତା’ ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ରାନୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଫିଲ୍ମରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ…

‘ରାମାୟଣ’ର ସୀତା ସେୟାର କଲେ ନିଜ ସୁପରହିଟ ଫିଲ୍ମର ଗୀତ, ଶୁଟିଂ ଶେଷ ହେବା ପରେ ପରେ ହିଁ କାର…

ପୌରାଣିକ ଧାରାବାହିକ 'ରାମାୟଣ'ରେ ସୀତା ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଦୀପିକା ଚିଖଲିଆ ଏବେ ଏବେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି। ବୁଧବାର ସେ ଇନଷ୍ଟାଗ୍ରାମରେ ନିଜର ଏକ ସୁପରହିଟ ଫିଲ୍ମର ଗୀତ ସେୟାର କରିଛନ୍ତି। ଯଦିଓ ଫିଲ୍ମଟି ବକ୍ସ ଅଫିସରେ ଧମାଲ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ନଜର ଆସିଲେ ‘ରାମାୟଣ’ର ସୀତା, କହିଲେ, ‘ଆମେ…

'ରାମାୟଣ'ରେ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ 'ରାମାୟଣ'ର ପୂରା ଟିମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହ ନଜର ଆସୁଛନ୍ତି। ଫଟୋ ସେୟାର କରି ଅଭିନେତ୍ରୀ ଜଣକ…

ଲକ୍ଷ୍ମଣ-ସୀତାଙ୍କ ପ୍ରେମ ରାମାୟଣ ଧାରାବାହିକ ପୂର୍ବରୁ, ଜାଣନ୍ତୁ ଦୀପିକା ଓ ସୁନୀଲଙ୍କ ବିଷୟରେ

ବର୍ତ୍ତମାନ ସୋସିଆଲ ମିଡିଆରେ ରାମାୟଣ ସବୁଠାରୁ ଅଧିକ ଟ୍ରେଣ୍ଡ ହେବାରେ ଲାଗିଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଲକଡାଉନରେ ପୁଣିଥରେ ପୌରାଣିକ ଶୋ' ଦେଖିବାକୁ ମିଳିଛି କାରଣ ବର୍ତ୍ତମାନ କରୋନା ଭୟରେ ସୁଟିଂରେ ସମସ୍ୟା ହେଉଥିବାରୁ ଏହି ପୌରାଣିକ ଶୋ' ଦେଖିବା ପାଇଁ ପୁଣିଥରେ ସୁଯୋଗ ମିଳିଛି।…

ରାଜ୍ ଖୋଲିଲେ ସୀତା, କହିଲେ ରାମାୟଣ ସୁଟିଂ ବେଳେ ପରଦା ପଛର କାହାଣୀ

୮୦ ଦଶକରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ରାମାୟଣ ସିରିୟଲ ଏବେ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି। ପୂର୍ବ ଭଳି ଏବେ ବି ଦର୍ଶକ ଏହି ପୌରାଣିକ ଧାରାବାହିକ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଇତି ମଧ୍ୟରେ ରାମାୟଣରେ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଦୀପିକା…