ଅଗଷ୍ଟ ୧୬ରୁ ପୁଣି ଆରମ୍ଭ ହେବ ଭୁବନେଶ୍ବରରୁ ଝାରସୁଗୁଡ଼ା ବିମାନ ସେବା
ଝାରସୁଗୁଡ଼ା : ପୁଣି ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ । ସୂଚନା ଅନୁସାରେ ଗତ ଜୁଲାଇ ୩ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ବିମାନ ସେବା ବନ୍ଦ ହୋଇଯାଇଥିଲା । ସେନେଇ ଯାତ୍ରୀମାନେ ବେଶ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ ଆସନ୍ତା ଅଗଷ୍ଟ ୧୬…