Browsing Tag

direction change

ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା, ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ଆଡ଼କୁ ଗତି କରିବା ଅନୁମାନ

ଭୁବନେଶ୍ୱର : ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ସ୍ଥଳଭାଗ ଛୁଇଁବା ପରେ ସାମାନ୍ୟ ଦିଗ ବଦଳାଇପାରେ ବାତ୍ୟା । ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼କୁ ସାମାନ୍ୟ ଗତି କରିବା ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଭ୍ୟନ୍ତରୀଣ ଓ…