ପାରାଦୀପ ଗଡ ଗାଁରେ ପହଁଚିଛନ୍ତି ୭ ଜଣିଆ ଡାକ୍ତରି ଟିମ, ଝାଡାବାନ୍ତି ବ୍ୟାପୁଥିବା ଅଭିଯୋଗ
ପାରାଦୀପ: ପାରାଦୀପ ଗଡ ଗ୍ରାମରେ ଡାଇରିଆରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଗଡ ଗ୍ରାମରେ ପହଁଚିଛନ୍ତି ୭ ଜଣିଆ ଡାକ୍ତରି ଟିମ । ଏହି ଟିମ ମୃତକ ଦିଜ ରାଉତ ଓ ବିପିନ ରାଉତଙ୍କ ଘରକୁ ଯାଇ ପରିବାରଲୋକଙ୍କୁ ଭେଟିଛନ୍ତି । ଏହାସହ ଓୌଷଧ ବଂଟନ କରିଛନ୍ତି । ଦୀର୍ଘ ୧୪ଦିନ ହୋଇଯିବ ପାରାଦୀପ…