ଅନ୍ଲାଇନ୍ରେ ବିକ୍ରି ହେଉଛି ମଇଳା ଜିନ୍ସ, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍
ବର୍ତ୍ତମାନ ଯୁଗରେ ସମସ୍ତେ ଫ୍ୟାଶନ ପଛରେ ମାତିଛନ୍ତି। ଫ୍ୟାଶନବଲ ଲୁକ୍ ପାଇବାକୁ ଏବେ କେବଳ ଧନୀ ଲୋକ ନୁହେଁ ମଧ୍ୟବିତ୍ତମାନେ ମଧ୍ୟ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେବେ କ’ଣ କେହି ଲକ୍ଷାଧିକ ଟଙ୍କା ଦେଇ ମଇଳା ପୋଷାକ କିଣିଥିବା ଶୁଣିଛନ୍ତି! ଆପଣ ଭାବୁଥିବେ କାହିଁକି କିଏ…