ଦିବ୍ୟାଙ୍ଗମାନଙ୍କୁ ନେଇ ଆୟୋଜିତ ହୋଇଛି ହ୍ବିଲ୍ ଚେୟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଚାଲିବାକୁ ଅକ୍ଷମ । କିନ୍ତୁ ସମସ୍ତଙ୍କ ଭଳି କ୍ରିକେଟ ଖେଳିବା ପାଇଁ ମନ । ତେଣୁ ହ୍ବିଲ୍ ଚେୟାରରେ ବସି ସମସ୍ତେ ପଡ଼ିଆକୁ ବାହାରି ପଡ଼ିଛନ୍ତି । ଅମ୍ପେୟାର ବି ନାଚି ନାଚି କ୍ରିକେଟ ଟିମର ଏହି ମେମ୍ବରମାନଙ୍କୁ ଉତ୍ସାହିତ କରୁଛନ୍ତି । ତେବେ ଭଦ୍ରକ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି…