ପିଲାଙ୍କୁ କ୍ଷୀରରେ ଚିନି ମିଶାଇ ଦେଉଛନ୍ତି କି ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ
କ୍ଷୀର ଶିଶୁ ଏବଂ ବୟସ୍କମାନଙ୍କ ପାଇଁ ପୁଷ୍ଟିକର ଭଣ୍ଡାର ଭାବରେ ବିବେଚନା କରାଯାଏ । କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍ ଏବଂ ଭିଟାମିନ୍ D ଭଲ ପରିମାଣରେ ମିଳିଥାଏ । ଆପଣମାନେ ତ ଜାଣିଥିବେ ମା କ୍ଷୀର ପିଲାମାନଙ୍କର ପ୍ରଥମ ଖାଦ୍ୟ ହୋଇଥାଏ । ତେବେ ଧୀରେ ଧୀରେ ପିଲାଟି ବଡ଼ ହେବା ସହ ତାକୁ ଗାଈ…