ସାବଧାନ! ତରକାରୀ, ଡାଲିରେ ଆପଣ ଜିରା ତଡ଼କା ଲଗାଉଛନ୍ତି କି, ଏଥି ପୂର୍ବରୁ ଜାଣି ରଖନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା
ଜିରା ଏମିତି ଏକ ମସଲା, ଯାହା ଭାରତୀୟଙ୍କ ରୋଷେଇ ଘରେ ଅତି ସହଜରେ ମିଳି ଯାଇଥାଏ। ଜିରାର ବ୍ୟବହାର ଖାଦ୍ୟରେ ତଡ଼କା ଲଗାଇବାରେ ବ୍ୟବହାର କରାଯାଇଥାଏ। ଏହାର ସ୍ୱାଦ ମଧ୍ୟ ବହୁତ ବଢ଼ିଆ ହୋଇଥାଏ। ଏହି ଛୋଟିଆ ଜିନିଷ ପୂରା ବ୍ୟଞ୍ଜନର ଟେଷ୍ଟ ବଦଳାଇ ଦେଇଥାଏ। ଜିରା ସ୍ୱାଦ ଛଡ଼ା ସ୍ୱାସ୍ଥ୍ୟ ପାଇଁ…