ଟମାଟୋ ସସ୍ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ, ଶରୀରରେ ବିଷ ଭଳି କରେ କାମ
ପିଲାମାନେ ଟମାଟୋ ସସ୍ ଖାଇବାକୁ ଖୁବ୍ ଭଲ ପାଆନ୍ତି। କେବଳ ପିଲା ନୁହେଁ, ବଡ଼ମାନେ ବି ଛଣାଛଣି କିମ୍ବା ଚାଇନିଜ୍ ଆଇଟମ୍ ସହ ଟମାଟୋ ସସ୍ ଖାଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆବଶ୍ୟକତା ଠାରୁ ଅଧିକ ଟମାଟୋ ସସ୍ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆଜି ଆସନ୍ତୁ…