Browsing Tag

discount on bike

କରୋନା ପାଇଁ ୨୩ ହଜାର ପର୍ଯ୍ୟନ୍ତ ଶସ୍ତା ହେଲା ବାଇକ

ଏବେ ଚାରିଆଡେ ସମସ୍ତଙ୍କ ମନରେ ଗୋଟିଏ ଭୟ ଜମାଟ ବାନ୍ଧିଲାଣି ତାହା ହେଉଛି କରୋନା ଭାଇରସ। ଏହି କରୋନା ଭାଇରସ ପାଇଁ ଲୋକେ ଘରୁ ବାହାରୁନାହାନ୍ତି, କାହା ସହିତ ମିଶିବାକୁ ଡରୁଛନ୍ତି। ଆଉ ଏହି ସବୁ ମଧ୍ୟରେ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ରହିଛି। ଆପଣ ଭାବୁଥିବେ ଏହି ଭୟର ମାହୋଲ ଭିତରେ ଖୁଶି…