ଦମଦାର୍ ମାଇଲେଜ୍ ଏବଂ ୬ ଏୟାରବ୍ୟାଗ୍ ଥିବା ଏହି SUV ଉପରେ ମିଳୁଛି ୮୭ ହଜାରର ବମ୍ପର ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ
ଯଦି ଆପଣ ଏକ ବଜେଟ୍ SUV କିଣିବାକୁ ଭାବୁଛନ୍ତି, ତେବେ Nissan Indiaର ଏହି ଅଫର୍ ଆପଣଙ୍କ ପାଇଁ ଏକ ବେଷ୍ଟ ହୋଇପାରେ । ଏହି ମେ ମାସରେ କମ୍ପାନୀର ପପୁଲାର SUV Magnite ଉପରେ ମୋଟ ୮୭,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପ୍ରଦାନ କରାଯାଉଛି ।
ଏଥି ସହ କମ୍ପାନୀର ଏହି ଅଫରରେ – ଫ୍ରି…