Odisha News
.
Browsing Tag

disease

ଧନିଆରେ ହୋଇ ପାରିବ ଡାଇବେଟିସ ନିୟନ୍ତ୍ରଣ, ଜାଣନ୍ତୁ ଏହାର ଉପକାରିତା

ସାଧାରଣ ଭାବରେ ଧନିଆକୁ ମସଲାର ଏକ ଉପାଦାନ ଭାବେ ଆମେ ଜାଣିଥାଉ । ସେ ପାନରେ ହେଉ କି ଖାଦ୍ୟରେ ଧନିଆକୁ ମସଲା ଭାବେ ହିଁ ଗ୍ରହଣ କରାଯାଏ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅଗୋଚର । ଏହା ଶରୀର ଓଜନ କମ୍‌ କରିବାରେ ସାହାଯ୍ୟ କରିବା ସହ ଡାଇବେଟିସ ବା…

କୋରାପୁଟରେ ଅଜଣା ରୋଗ ଆତଙ୍କ,୩ ମୃତ ,୩ ଅସୁସ୍ଥ

କୋରାପୁଟ : ଲକ୍ଷ୍ମୀପୁର ବ୍ଳକ ଉପର କୁଡିଙ୍ଗା ଗାଁରେ ଅଜଣା ରୋଗ ଆତଙ୍କ। ଗତ ୫ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁର କାରଣ କଣ ସ୍ପଷ୍ଟ ହୋଇନଥିବାମେଳେ ମଲା ଗୋମାଂସ ଖାଇ ସଂକ୍ରମଣରେ…

ବାଲେଶ୍ୱରରେ ଅଜଣା ରୋଗ ସନ୍ଦେହ

ବାଲେଶ୍ୱର : ଅଜଣା ରୋଗ ସନ୍ଦେହ। ବାଲେଶ୍ୱର ହସ୍ପିଟାଲରେ ୮ ଜଣ ଗୋଆ ଫେରନ୍ତାଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କୁ ଜ୍ୱର ହେବା ସହ ମୁଣ୍ଡ ବ୍ୟଥା ହେଉଛି। ଭାଇରାଲ୍‌ ଫିଭର୍‌ କିମ୍ବା କୌଣସି ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ରକ୍ତ ନମୁନା ପରୀକ୍ଷା ପାଇଁ…