ଛାଡନ୍ତୁ ଅଧିକ ଚିନ୍ତା କରିବା, ନଚେତ ଆପଣ ହୋଇପାରନ୍ତି ଏହି ସବୁ ରୋଗର ଶିକାର
ବର୍ତ୍ତମାନ ସମୟରେ ଲୋକମାନେ ଯେକୌଣସି କଥା ହେଉ ନା କାହିଁକି ଅଧିକ ଚିନ୍ତା କରୁଛନ୍ତି । ଯଦି ଆପଣ ଅଧିକ ଚିନ୍ତା କରନ୍ତି ତାହେଲେ ମସ୍ତିଷ୍କ ଏକ ପ୍ରକାରର ଷ୍ଟ୍ରେସ୍ରେ ରହିଥାଏ, ଯାହାର ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଓ ହର୍ମୋନାଲ ହେଲ୍ଥରେ ପଡିଥାଏ । ଏହା ବ୍ୟତୀତ ଷ୍ଟ୍ରେସ୍ ମଧ୍ୟ ହୋଇଥାଏ,…