Browsing Tag

diseases

ଆପଣ ଖାଦ୍ୟର ସ୍ୱାଦ ଜାଣିପାରୁ ନାହାଁନ୍ତି କି? ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ

ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଏମିତି କେହି ଲୋକ ନାହାଁନ୍ତି ଯାହାକୁକି ଖାଦ୍ୟ ପସନ୍ଦ ହୋଇ ନଥାଏ । ଯଦି ଆମେ ଭରପୂର ଖାଦ୍ୟ ନଖାଇବା ତାହେଲେ ଆମ ଶରୀର ଖରାପ ହେବାକୁ ଲାଗିବ। ଯାହା ଫଳରେ ଆମେ ରୋଗାଗ୍ରସ୍ତ ଦେଖାଯିବା । ଖାଦ୍ୟ ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସବୁ ଜାଣନ୍ତି…

ଆୟୁର୍ବେଦିକ ଗୁଣରେ ଭରପୂର ଅମୃତଭଣ୍ଡା ପତ୍ର, ଦୂର କରିବା ପିରିୟଡ୍ସ ଓ ହଜମ ଜନିତ ସମସ୍ୟା

ଆମେ ସମସ୍ତେ ଜାଣିଛନ୍ତି ଯେ ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ । କିନ୍ତୁ ଆପଣ ଅମୃତଭଣ୍ଡା ପତ୍ରର ଉପକାର ବିଷୟରେ ଜାଣିଛନ୍ତି କି ? ଯଦି ନା, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଅମୃତଭଣ୍ଡା ପତ୍ରରେ ଥିବା ପୋଷକ ତତ୍ତ୍ୱ, କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଲାଭଦାୟକ…

ବର୍ଷା ଋତୁରେ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହେଉଛି କି ? ଜାଣନ୍ତୁ ଏହା ପଛରେ ଥିବା ୩ଟି ବଡ଼ କାରଣ

ବର୍ଷା ଋତୁରେ ଉଭୟ ବୟସ୍କ ଏବଂ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଯଦି ଖାଇବା ଅଭ୍ୟାସରେ ଟିକିଏ ଅସାବଧାନ ହେବ, ତେବେ ଆପଣ ଅସୁସ୍ଥ ହୋଇପାରନ୍ତି । ବର୍ଷା ସମୟରେ ଅନେକ ପ୍ରକାରର ଇନ୍‌ଫେକ୍ସନ୍‌ର ଆଶଙ୍କା ବଢିଯାଏ । ଏପରି ହେବାର କାରଣ ଏହି ଋତୁର ଖରାପ ପାଣି, ମଶା ଏବଂ…

ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେଉଛି କି ? ସାବଧାନ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ଆଜିକାଲି ଲୋକମାନେ ନିଜ ଲାଇଫ୍‌ଷ୍ଟାଇଲ ପରିବର୍ତ୍ତନ କରିବା ଯୋଗୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍, ନଚେନ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିପାରନ୍ତି । ତେବେ ଆଜିକାଲି ଲୋକମାନେ ଖାଦ୍ୟ ଖାଇବା ପରେ…

ରାତିରେ ୫ ଘଣ୍ଚାରୁ କମ୍‌ ନିଦ ଶୋଉଥିଲେ ହୋଇଥାଏ ଏହି ସବୁ ଘାତକ ରୋଗ, ରିସର୍ଚ୍ଚରୁ ହେଲା ଖୁଲାସା

କରୋନା ମହାମାରୀ ହୋଇଥିବାରୁ ଅନେକ ଲୋକ ନିଦ୍ରାହୀନତାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ପ୍ରାୟତଃ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପାରୁ ନାହାଁନ୍ତି। ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ଲୋକମାନେ ରାତିରେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନେ ଅନେକ…

ପ୍ରତିଦିନ ଲେମ୍ବୁ ସହିତ ହଳଦୀ ମିଶାଇ ଖାଆନ୍ତୁ, ଶରୀରକୁ ମିଳିଥାଏ ଏହି ସବୁ ଲାଭ

ଆମ ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ହଳଦୀ ଏବଂ ଲେମ୍ବୁ ଉପକାରୀ ହୋଇଥାଏ । କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ଯଦି ଲେମ୍ବୁ ଏବଂ ହଳଦୀ ଏକାଠି ଖିଆଯାଏ, ତେବେ ଶରୀରରୁ ଅନେକ ସମସ୍ୟା ଏବଂ ରୋଗ ଦୂର ହୋଇପାରିବ । ଲେମ୍ବୁ ଏବଂ ହଳଦୀ ର ଲାଭ ଶରୀରରେ ମିଳିତ ସମସ୍ୟା ଠାରୁ ଆରମ୍ଭ କରି ହଜମ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ପୁରୁଷଙ୍କ ଶରୀରରେ ସେକ୍ସ ହରମୋନ୍‌ର ପରିମାଣ କମିବା ଯୋଗୁ ବଢ଼େ ଡାଇବେଟିସ୍‌ ଓ ଏସବୁ ରୋଗ

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ କମ୍‌ ବୟସରୁ ହିଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ସାଧାରଣ ଶାରୀରିକ ରୋଗ ନୁହେଁ ଲୋକମାନେ ଏବେ ଯୌନ ରୋଗରେ ବି ପୀଡ଼ିତ ହେଉଥିବା ଜଣାଯାଇଛି। ଏଣୁ ଅନେକ ଥର ନବ ବିବାହିତ ଯୋଡ଼ି ସହବାସ ବେଳେ ସମସ୍ୟା ଦେଖାଯାଉଥିବା…

ମାତ୍ର ୫ ମିନିଟରେ ଜଣାପଡ଼ିଯିବ ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ, ବାସ୍ ହାତରେ ରଖନ୍ତୁ ଗୋଟିଏ ସାଦା କାଗଜ

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ ବିଷୟରେ। ତା’ହେଲେ ଆଜି ଆମେ ଆପଣଙ୍କୁ ଏକ ସହଜ ଟ୍ରିକ୍ ବତେଇବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଘରେ ବସି ରୋଗ ବିଷୟରେ ଜାଣିପାରିବେ। ଯିବାକୁ ପଡ଼ିବ ନାହିଁ କୌଣସି ଡାକ୍ତରଙ୍କ ପାଖକୁ। ୟୁନିଭର୍ସିଟି ଅଫ୍ ଟରୋଣ୍ଟୋର…

ଅଧିକ ଖଟା ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହିସବୁ ଗମ୍ଭୀର ବେମାରି

ଆଧୁନିକ ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଖାଦ୍ୟପେୟ ଉପରେ ଯେତେ ଧ୍ୟାନ ଦେଲେ ମଧ୍ୟ ରୋଗ ପିଛା ଛାଡ଼ିବା ନାଁ ଧରୁନି। କେତେବେଳେ ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶ, ସର୍ଦ୍ଦି ତ ଆଉ କେତେବେଳେ ଖାଇବା ପିଇବାରେ ଅନିୟମିତତା ଯୋଗୁ…

ବାରମ୍ବାର ରୋଗରେ ପଡୁଛନ୍ତି କି ? ଆପଣ ଶୋଉଥିବା ବେଡ୍‌ ହୋଇପାରେ ଏହାର ପ୍ରମୁଖ କାରଣ

ଅନେକ ଲୋକ ଅଛନ୍ତି ସେମାନଙ୍କ ଶରୀରରେ କୌଣସି ରୋଗ ନ ଥିଲେ ମଧ୍ୟ ବାରମ୍ବାର ଆଲର୍ଜି, ସଂକ୍ରମଣ, କାଶ ଏବଂ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଯେତେ ଔଷଧ ସେବନ କଲେ କି ଆଣ୍ଟିବାୟୋଟିକ୍‌ ନେଲେ କିଛି କାମ କରେନାହିଁ। ଏହା କୌଣସି ସଂକ୍ରମଣ କିମ୍ବା ଶରୀର ଅସୁସ୍ଥ ରହିଲେ ହୋଇନଥାଏ ବରଂ ନିଜେ ଶୋଉଥିବା…

୫୦ ବର୍ଷ ବୟସ୍କ ଲୋକେ ହୋଇଯାଆନ୍ତୁ ସାବଧାନ, ବୃଦ୍ଧକାଳରେ ଏହି ରୋଗ ବଢାଇପାରେ ଆପଣଙ୍କ ଚିନ୍ତା

ମଣିଷର ବୟସ ବଢିବା ସଙ୍ଗେ ସଙ୍ଗେ ରୋଗ ମଧ୍ୟ ବଢିଚାଲିଥାଏ। ଏହାମଧ୍ୟରେ କିଛି ରୋଗ ଏପରି ରହିଛି, ଯାହା ବୃଦ୍ଧକାଳରେ ଯନ୍ତ୍ରଣା ବଢାଇଦିଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ ବଢିବା ସହିତ ମଣିଷ ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ କମ୍‌ ହୋଇଯାଏ। ତେଣୁକରି ଶରୀର ରୋଗାଗ୍ରସ୍ତ ହୋଇପଡେ। କିନ୍ତୁ…