Browsing Tag

diseases

ଖାଇବା ପରେ ତୁରନ୍ତ ପେଟରେ ଯନ୍ତ୍ରଣା ହେଉଛି କି ? ସାବଧାନ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ଆଜିକାଲି ଲୋକମାନେ ନିଜ ଲାଇଫ୍‌ଷ୍ଟାଇଲ ପରିବର୍ତ୍ତନ କରିବା ଯୋଗୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ଆପଣମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍, ନଚେନ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିପାରନ୍ତି । ତେବେ ଆଜିକାଲି ଲୋକମାନେ ଖାଦ୍ୟ ଖାଇବା ପରେ…

ରାତିରେ ୫ ଘଣ୍ଚାରୁ କମ୍‌ ନିଦ ଶୋଉଥିଲେ ହୋଇଥାଏ ଏହି ସବୁ ଘାତକ ରୋଗ, ରିସର୍ଚ୍ଚରୁ ହେଲା ଖୁଲାସା

କରୋନା ମହାମାରୀ ହୋଇଥିବାରୁ ଅନେକ ଲୋକ ନିଦ୍ରାହୀନତାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ପ୍ରାୟତଃ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପାରୁ ନାହାଁନ୍ତି। ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ଲୋକମାନେ ରାତିରେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନେ ଅନେକ…

ପ୍ରତିଦିନ ଲେମ୍ବୁ ସହିତ ହଳଦୀ ମିଶାଇ ଖାଆନ୍ତୁ, ଶରୀରକୁ ମିଳିଥାଏ ଏହି ସବୁ ଲାଭ

ଆମ ଶରୀରକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ହଳଦୀ ଏବଂ ଲେମ୍ବୁ ଉପକାରୀ ହୋଇଥାଏ । କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ଯଦି ଲେମ୍ବୁ ଏବଂ ହଳଦୀ ଏକାଠି ଖିଆଯାଏ, ତେବେ ଶରୀରରୁ ଅନେକ ସମସ୍ୟା ଏବଂ ରୋଗ ଦୂର ହୋଇପାରିବ । ଲେମ୍ବୁ ଏବଂ ହଳଦୀ ର ଲାଭ ଶରୀରରେ ମିଳିତ ସମସ୍ୟା ଠାରୁ ଆରମ୍ଭ କରି ହଜମ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ପୁରୁଷଙ୍କ ଶରୀରରେ ସେକ୍ସ ହରମୋନ୍‌ର ପରିମାଣ କମିବା ଯୋଗୁ ବଢ଼େ ଡାଇବେଟିସ୍‌ ଓ ଏସବୁ ରୋଗ

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ କମ୍‌ ବୟସରୁ ହିଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ସାଧାରଣ ଶାରୀରିକ ରୋଗ ନୁହେଁ ଲୋକମାନେ ଏବେ ଯୌନ ରୋଗରେ ବି ପୀଡ଼ିତ ହେଉଥିବା ଜଣାଯାଇଛି। ଏଣୁ ଅନେକ ଥର ନବ ବିବାହିତ ଯୋଡ଼ି ସହବାସ ବେଳେ ସମସ୍ୟା ଦେଖାଯାଉଥିବା…

ମାତ୍ର ୫ ମିନିଟରେ ଜଣାପଡ଼ିଯିବ ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ, ବାସ୍ ହାତରେ ରଖନ୍ତୁ ଗୋଟିଏ ସାଦା କାଗଜ

ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଭିତରେ ଥିବା ଏହି ଭୟଙ୍କର ରୋଗ ବିଷୟରେ। ତା’ହେଲେ ଆଜି ଆମେ ଆପଣଙ୍କୁ ଏକ ସହଜ ଟ୍ରିକ୍ ବତେଇବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ଘରେ ବସି ରୋଗ ବିଷୟରେ ଜାଣିପାରିବେ। ଯିବାକୁ ପଡ଼ିବ ନାହିଁ କୌଣସି ଡାକ୍ତରଙ୍କ ପାଖକୁ। ୟୁନିଭର୍ସିଟି ଅଫ୍ ଟରୋଣ୍ଟୋର…

ଅଧିକ ଖଟା ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହିସବୁ ଗମ୍ଭୀର ବେମାରି

ଆଧୁନିକ ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଏବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଖାଦ୍ୟପେୟ ଉପରେ ଯେତେ ଧ୍ୟାନ ଦେଲେ ମଧ୍ୟ ରୋଗ ପିଛା ଛାଡ଼ିବା ନାଁ ଧରୁନି। କେତେବେଳେ ଋତୁ ପରିବର୍ତ୍ତନ ଯୋଗୁ ଥଣ୍ଡା, କାଶ, ସର୍ଦ୍ଦି ତ ଆଉ କେତେବେଳେ ଖାଇବା ପିଇବାରେ ଅନିୟମିତତା ଯୋଗୁ…

ବାରମ୍ବାର ରୋଗରେ ପଡୁଛନ୍ତି କି ? ଆପଣ ଶୋଉଥିବା ବେଡ୍‌ ହୋଇପାରେ ଏହାର ପ୍ରମୁଖ କାରଣ

ଅନେକ ଲୋକ ଅଛନ୍ତି ସେମାନଙ୍କ ଶରୀରରେ କୌଣସି ରୋଗ ନ ଥିଲେ ମଧ୍ୟ ବାରମ୍ବାର ଆଲର୍ଜି, ସଂକ୍ରମଣ, କାଶ ଏବଂ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଯେତେ ଔଷଧ ସେବନ କଲେ କି ଆଣ୍ଟିବାୟୋଟିକ୍‌ ନେଲେ କିଛି କାମ କରେନାହିଁ। ଏହା କୌଣସି ସଂକ୍ରମଣ କିମ୍ବା ଶରୀର ଅସୁସ୍ଥ ରହିଲେ ହୋଇନଥାଏ ବରଂ ନିଜେ ଶୋଉଥିବା…

୫୦ ବର୍ଷ ବୟସ୍କ ଲୋକେ ହୋଇଯାଆନ୍ତୁ ସାବଧାନ, ବୃଦ୍ଧକାଳରେ ଏହି ରୋଗ ବଢାଇପାରେ ଆପଣଙ୍କ ଚିନ୍ତା

ମଣିଷର ବୟସ ବଢିବା ସଙ୍ଗେ ସଙ୍ଗେ ରୋଗ ମଧ୍ୟ ବଢିଚାଲିଥାଏ। ଏହାମଧ୍ୟରେ କିଛି ରୋଗ ଏପରି ରହିଛି, ଯାହା ବୃଦ୍ଧକାଳରେ ଯନ୍ତ୍ରଣା ବଢାଇଦିଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ ବଢିବା ସହିତ ମଣିଷ ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ କମ୍‌ ହୋଇଯାଏ। ତେଣୁକରି ଶରୀର ରୋଗାଗ୍ରସ୍ତ ହୋଇପଡେ। କିନ୍ତୁ…

କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହିସବୁ ରୋଗର କାରଣ ସାଜିଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ପସନ୍ଦ କରିଥାନ୍ତି। ନଖ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ସେମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ। ନଚେତ୍‌ ଘାତକ ସାଜିପାରେ ବଡ଼ ନଖ। କେରାଟିନ୍‌…

ଅତି ଭୟଙ୍କର ରୋଗରୁ ରକ୍ଷା କରିବ ମହାମୃତ୍ୟୁଞ୍ଜୟ ମନ୍ତ୍ର

ଆମ ଦେଶ ଭାରତରେ ପ୍ରାୟ ହଜାରେ ବର୍ଷ ହେବ ମହା ମୃତ୍ଯୁଜୟ ମନ୍ତ୍ର ପାଠ କରାଯାଇ ଆସୁଛି ।  ବହୁ ଲୋକ କୌଣସି ଗମ୍ଭୀର ରୋଗ ତଥା ସାଙ୍ଘାତିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହି ମନ୍ତ୍ର ଜପ କରିଥାନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ସହ ଏହା କୁ ଯୋଡ଼ା ହେଉଥିବା ବେଳେ ଏବେ…

କମ୍‌ ଉଚ୍ଚତା ବ୍ୟକ୍ତିଙ୍କୁ ହୋଇପାରେ ଡାଇବେଟିଜ୍‌ ସହ ଏହି ସବୁ ରୋଗ

କମ୍‌ ଉଚ୍ଚତା ବ୍ୟକ୍ତିଙ୍କୁ ସମାଜରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁମାନଙ୍କ ଉଚ୍ଚତା କମ୍‌, ସେମାନଙ୍କୁ ଡାଇବେଟିଜ୍‌ ହେବାର ଆଶଙ୍କା ଅଧିକ। ଏହାସହିତ ଅନ୍ୟ କେତେକ ରୋଗ ହେବାର ମଧ୍ୟ ଭୟ ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା, କ’ଣ…