ମାଳଦ୍ୱୀପରୁ ବିକିନୀ ପିନ୍ଧା ଫଟୋ ସେୟାର କଲେ ଦିଶା ପଟ୍ଟାନୀ, ଯାହାକୁ ଦେଖି ଏମିତି ରିଆକ୍ସନ ଦେଲେ କୃଷ୍ଣା ଶ୍ରଫ୍
ଦିଶା ପଟ୍ଟାନୀ ଏବେ ମାଳଦ୍ୱୀପରେ ଛୁଟି ମନାଉଥିବାର ଦେଖିବାକୁ ମିଳିଛି। ମାଳଦୀପରୁ ସେ ବାରମ୍ବାର ଗ୍ଲାମରସ ଏବଂ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ସୂଚନା ମୁତାବକ, ଦିଶା ପଟ୍ଟାନୀ ମାଳଦ୍ୱୀପରେ ତାଙ୍କ ବୟଫ୍ରେଣ୍ଡ ଟାଇଗର ଶ୍ରଫ୍ ଙ୍କ ସହ ଅଛନ୍ତି। ଉଭୟ ଫେଷ୍ଟିଭ୍ ସିଜିନ୍ ର ମଜା…