ଦିଶାଙ୍କ ସହିତ ବ୍ରେକ ଅପ୍ ପରେ ଡେଟ୍ ପାଇଁ ନୂଆ ସାଥି ଖୋଜୁଛନ୍ତି ଟାଇଗର ଶ୍ରଫ, କଫି ଓ୍ଵିଥ କରନ ଶୋ’ରେ କଲେ ଖୁଲାସା
ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍ ନେଇ ଇଣ୍ଡଷ୍ଟ୍ରୀରେ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି। ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରେକ ଅପ୍ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଟାଇଗର ଏମିତି କିଛି କହିଛନ୍ତି, ଯାହା ଦିଶାଙ୍କୁ…