Browsing Tag

disposal cup

ମିଳିଲା ୩୬୦୦ ବର୍ଷର ପୁରୁଣା ମାଟି କପ୍‌, ସେତେବେଳେ କେବଳ ମଦ୍ୟପାନ ପାଇଁ ବ୍ୟବହାର କରୁଥିଲେ ଲୋକେ

ଆପଣ ଭାବୁଥିବେ ମାଟିରେ ମିଶିଯାଉଥିବା କପ୍‌(ଡିସପୋଜାଲ କପ୍‌) ଆଧୁନିକ ଦୁନିଆର ଉଦ୍ଭାବନ। କିନ୍ତୁ ଅନେକ ହଜାର ବର୍ଷ ପୂର୍ବରୁ ଲୋକ ଏହାକୁ ବ୍ୟବହର କରୁଥିଲେ। ବ୍ରିଟେନର ରାଜଧାନୀ ଲଣ୍ଡନର ଏକ ସଂଗ୍ରାହଳୟର ଗ୍ୟାଲେରୀର ୩୬୦୦ ବଷ ର୍ପୁରୁଣା ହ୍ୟାଣ୍ଡେଲ ଥିବା ଡିସପୋଜାଲ କପ୍‌ ପ୍ରଦର୍ଶନୀ ପାଇଁ…