ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ , ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ହାଣି ହତ୍ୟା
ପୁରୀ : ପୁରୀରେ ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା । ବାସେଳିସାହି ମଶାଣିଚଣ୍ଡୀ ସାହିରେ ହତ୍ୟାକାଣ୍ଡ ହୋଇଛି । ହତ୍ୟାର ଶିକାର ହୋଇଛନ୍ତି ମଶାଣିଚଣ୍ଡୀ ସାହିର କୁନା ବେହେରା ।
ସୂଚନା ଅନୁସାରେ, କୁନାଙ୍କ ଅନ୍ୟ ଜଣେ ଯୁବକଙ୍କ ସହିତ ପଇଡ଼ ତୋଳାକୁ କେନ୍ଦ୍ର କରି ବିବାଦ ହୋଇଥିଲା ।…