Browsing Tag

disrupt panchayat samiti meeting

ପୁଣି ଚର୍ଚ୍ଚାରେ ବଲାଙ୍ଗିର ଦେଓଗାଁ ବ୍ଲକ, ଗୁହାଳ ଦାବିରେ ପଂଚାୟତ ସମିତି ବୈଠକରେ ଛେଳି ଧରି ପଶିଲେ ସମିତିସଭ୍ୟ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମିତି ସଭ୍ଯଙ୍କ ଅଭିନବ ପ୍ରତିବାଦ । ଗୁହାଳ ଦାବିରେ ସମିତି ବୈଠକରେ ଛେଳି ଧରି ପ୍ରବେଶ କଲେ ହାତୀସରା ସମିତି ସଭ୍ଯ ବିଶ୍ୱଜିତ ପାତ୍ର । ତାଙ୍କ ପଂଚାୟତ ରେ ଲୋକେ ଗୁହାଳ ପାଉ ନାହାଁନ୍ତି । ଅନେକ ଥର ଦାବି କଲେ ବି କେହି ଶୁଣୁ ନ…