ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ : ୫୦ ଦିନ ଧରି ନକଲି ଅଧ୍ୟକ୍ଷାଙ୍କ ବହିସ୍କାର ନେଇ ରାଜରାସ୍ତାରେ ଧାରଣା ଜାରି, ଉଚ୍ଚ…
ଭୁବନେଶ୍ୱର : ଏକ ପ୍ରଜାମଙ୍ଗଳ ସରକାରର ଉତ୍ତର ଦାୟିତ୍ୱ ପ୍ରଜାଙ୍କୁ ନ୍ୟାୟ ଦେବା ସହ ଦୋଷୀ ପ୍ରତି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ହେଲେ ଏଠାରେ ସରକାରଙ୍କ 5T ଓ ଜିରୋ ଟଲେରାନ୍ସ ବିଫଳ ହୋଇଥିବା ନେଇ ଆନ୍ଦୋଳନରତ କର୍ମଚାରୀ ଅଭିଯୋଗ କରିଛନ୍ତି । ଜଣେ ବିବାଦୀୟ ଓ ଉପଯୁକ୍ତ ମାର୍କ…