ବିମାନବନ୍ଦରରେ ଏବେ ୨୦୦ ଟଙ୍କିଆ ଚା’ ମିଳିବ ମାତ୍ର ୫୦ ଟଙ୍କାରେ, ଖୁବ୍ ଜଲଦି ଖୋଲିବ ‘ସୁଲଭ ଜୋନ୍’
ବିମାନବନ୍ଦରରେ ଖାଦ୍ୟପେୟ ଜିନିଷ ବର୍ତ୍ତମାନ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ସମସ୍ତ ବିମାନବନ୍ଦରରେ ‘ସୁଲଭ ଜୋନ୍’ ଖୋଲିବାକୁ ଯାଉଛନ୍ତି । ପ୍ରତି ଏୟାରପୋର୍ଟରେ କିଛି ସ୍ଥାନ ସୁଲଭ ଜୋନ୍ ରୂପେ ସଂରକ୍ଷିତ ରହିବ, ଯେଉଁଠି ଯାତ୍ରୀମାନେ ଶସ୍ତା…