ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଆଉ ୬ ମାସ ପାଇଁ ମିଳିବ ହିତାଧିକାରୀଙ୍କୁ ମାଗଣା ଚାଉଳ
ଭୁବନେଶ୍ବର(କେନ୍ୟୁଜ୍) : ଆଉ ୬ ମାସ ପାଇଁ ମିଳିବ ହିତାଧିକାରୀଙ୍କୁ ମାଗଣା ଚାଉଳ। ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ପାଇବେ ମାଗଣା ଚାଉଳ । ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ…