ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ ଡ଼ିଏମଙ୍କ ପତ୍ନୀ,ସରକାରୀ ବ୍ୟବସ୍ଥା ଦେଖି ହୋଇଗଲେ ହତବାକ
ଅବସ୍ଥିତିକୁ ଅଣଦେଖା କରି ନୈନିତାଲ ଡ଼ିଏମଙ୍କ ପତ୍ନୀ ଶୁକ୍ରବାର ନିଜ ପିଲାର ଚିକିତ୍ସା ପାଇଁ ବିଡି ପାଣ୍ଡେ ଜିଲ୍ଲା ସରକାରୀ ହସ୍ପିଟାଲରେ ପହଂଚିବା ପରେ ସେଠାକାର ସ୍ୱାସ୍ଥ୍ୟ ଵ୍ୟଵସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ତାଙ୍କୁ ଟିକେଟ ବନେଇବା ପାଇଁ ଅଧଘଂଟା ଲାଇନରେ ଠିଆ ହେବାକୁ…