Browsing Tag

divorce

ସ୍ୱାମୀର ସିନ୍ଦୁର ପୋଛି ଗାଁ ଦାଣ୍ଡରେ ପ୍ରେମିକର ସିନ୍ଦୁର ପିନ୍ଧିଲା ସ୍ତ୍ରୀ

କାମାକ୍ଷାନଗର: ହେଇ ଧର ତୁମ ଶଙ୍ଖା, ପୋଛିଲି ତୁମ ସିନ୍ଦୁର, କହିଲେ କଣ ନା ସ୍ୱାମୀ ଦେବତା, ଫୁଟ ବେ....... ଦର୍ଶକବନ୍ଧୁ ନିକଟରେ ଯାତ୍ରାର ଏହି ଡାଇଲଗ ଖୁବ ଭାଇରଲ ହୋଇ ଲୋକପ୍ରିୟତା ସାଉଁଟିଥିଲା । ଆପଣମାନେ ଦେଖୁଥିବେ ନିଶ୍ଚୟ ଦିନକୁ ଦିନ ସ୍ୱାମୀ ନିର୍ଯାତନା ବଢ଼ିବାରେ ଲାଗିଛି ଆଉ ଏହାକୁ…

ସାଇନାଙ୍କ ପରେ ଆଉ ଜଣେ ଭାରତୀୟ ଖେଳାଳି ନେଲେ ଛାଡ଼ପତ୍ର, ବିବାହର ୨ ବର୍ଷରେ ଭାଙ୍ଗିଲେ ସଂପର୍କ

କିଛିଦିନ ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ ୭ ବର୍ଷର ବିବାହ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ଏବେ ଆଉ ଜଣେ ଖେଳାଳି ବିବାହ ବିଚ୍ଛେଦ କରିଛନ୍ତି । ମହିଳା କୁସ୍ତିଯୋଦ୍ଧା ଦିବ୍ୟା କାକରନ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟା କାକରନ ୨୦୨୩ ମସିହାରେ…

ବିବାହ ବିଚ୍ଛେଦ ପରେ କେମିତି ସ୍ଥିର ହୋଇଥାଏ ଭରଣପୋଷଣର ମୂଲ୍ୟ, ସ୍ବାମୀଙ୍କୁ ମିଳିବକି ଛାଡପତ୍ର ଭତ୍ତା ?

ଭାରତର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିବାହ ୪ ବର୍ଷ ପରେ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ହୋଇଛି ।  କୋର୍ଟଙ୍କ ଆଦେଶ ପରେ ଚହଲ ଭରଣପୋଷଣ ବାବଦରେ ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଦେବେ । ବର୍ତମାନ ପର୍ଯ୍ୟନ୍ତ କ୍ରିକେଟର ୨.୩୦ କୋଟି ଟଙ୍କା ଦେଇଛନ୍ତି ଚହଲ ।  ତେବେ ବିବାହ ଛାଡପତ୍ର…

ଜାପାନର ପ୍ରସିଦ୍ଧ ଛାଡ଼ପତ୍ର ମନ୍ଦିର, ଯାହାର ଇତିହାସ ପ୍ରାୟ ୭୦୦ ବର୍ଷ ପୁରୁଣା

ସାରା ବିଶ୍ୱରେ ଲକ୍ଷ ଲକ୍ଷ ଛୋଟ ବଡ଼ ମନ୍ଦିର ଅଛି । ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଇତିହାସ ଅଛି ଏବଂ ସେଠାରେ କରାଯାଉଥିବା ରୀତିନୀତି ମଧ୍ୟ ଅନନ୍ୟ । ତଥାପି କିଛି ମନ୍ଦିରର ପରମ୍ପରା ଏତେ ଅନନ୍ୟ ଯେ ସେଗୁଡ଼ିକ ଜଣେ ସାଧାରଣ ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିପାରେ । ଆପଣ ଏହି…

ଗୋବିନ୍ଦାଙ୍କ ସହ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ସୁନିତା ଆହୁଜା, କହିଲେ ବଡ଼ କଥା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ୩୭ ବର୍ଷର ବିବାହ ଭାଙ୍ଗିବାର ଖବର ଆସିଛି । ଏହି ଦାବି ଉପରେ ଦୁହେଁ ନୀରବ ରହିଥିଲେ । ସେମାନଙ୍କ ପିଲାମାନେ ମଧ୍ୟ ଏଥିରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ,…

ଗୋବିନ୍ଦା ଏବଂ ସୁନିତା ନେଇପାରନ୍ତି ଗ୍ରେ ଡିଭୋର୍ସ, ୩୦ ବର୍ଷୀୟ ଅଭିନେତ୍ରୀଙ୍କ ସହ ରହିଛି ସଂପର୍କ

ବଲିଉଡ ସୁପରଷ୍ଟାର ଗୋବିନ୍ଦା ପୁଣିଥରେ ଚର୍ଚ୍ଚାରେ । ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ସହ ବିବାହର ୩୭ ବର୍ଷ ପରେ ଛାଡ଼ପତ୍ର ହେବାକୁ ଯାଉଛନ୍ତି । କିନ୍ତୁ ଏହି ଦୁହିଁଙ୍କ ପକ୍ଷରୁ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ । ତେବେ ଚର୍ଚ୍ଚା ମୁତାବକ, ଦୁହିଁଙ୍କ ମଧ୍ୟରେ ଗ୍ରେ ଡିଭୋର୍ସ…

ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ଧନଶ୍ରୀ ବର୍ମା, କିଛି ନ ଜାଣି ମୋତେ ବଦନାମ କରାଯାଉଛି

ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି । ଏହା ମଧ୍ୟରେ ମୁହଁ ଖୋଲିଛନ୍ତି ଧନଶ୍ରୀ ବର୍ମା । ଧନଶ୍ରୀ ବର୍ମା ପ୍ରଥମ ଥର ପାଇଁ ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରେ ନୀରବତା ଭାଙ୍ଗିଛନ୍ତି । ଧନଶ୍ରୀ…

ପିଲାର ନାମକରଣକୁ ନେଇ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଲେ ଦମ୍ପତି, କୋର୍ଟ ରଖିଲେ ନାମ, ସହମତି ପ୍ରକାଶ କରି ପୁଣି…

ପିଲାର ନାଁକୁ ନେଇ ପରସ୍ପର ସହିତ ଝଗଡା କରି କୋର୍ଟରେ ପହଞ୍ଚିଲେ ଦମ୍ପତି । ଛାତପତ୍ର ଯାଏ କଥା ଗଲା । ହେଲେ ଶେଷରେ କୋର୍ଟ ଦେଲେ ପିଲାର ନାମ । କୋର୍ଟ ନାମ ଦେବା ପରେ ପୁଣି ଏକାଠି ରହିଲେ ଦମ୍ପତି । ଏମିତି ଘଟଣା ମସୁରୀରେ ଘଟିଛି । ଖବର ମୁତାବକ, ପିଲାର ଜନ୍ମ ୨୦୨୧ରେ ହୋଇଥିଲା । ତେବେ…

ଛାଡପତ୍ର ଗୁଜବ ପରେ ଏକାଠି ଆସିଲେ ଅଭିଷେକ ଓ ଐଶ୍ଵର୍ଯ୍ୟା

ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହ ବିଛେଦକୁ ନେଇଁ ବହୁତ ଖବର କିଛିଦିନ ଧରି ବେଶ ଚର୍ଚ୍ଚାରେ ରହିଥିଲା ।  କିଛି ମାସ ପୁର୍ବରୁ ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଐଶ୍ଵର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କ ସହ ଅନନ୍ତଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ବଚ୍ଚନ…

ଦୁନିଆର ସବୁଠାରୁ ବିଚିତ୍ର ହୋଟେଲ୍, ଏଠାରେ ରହିବା ମାତ୍ରେ ହୋଇଯାଏ ଦମ୍ପତିଙ୍କ ଛାଡପତ୍ର!

ଆଜିକାଲି ଆମେ ଏପରି ହୋଟେଲ ବିଷୟରେ ପ୍ରାୟତଃ ଶୁଣିଥାଉ ଯେଉଁଠାରେ ଦମ୍ପତିମାନେ ରୋମାଣ୍ଟିକ୍ ହେବାକୁ ଯାଆନ୍ତି ଏବଂ ସେମାନଙ୍କର ସମସ୍ତ ଝଗଡା ଭୁଲିଯାଆନ୍ତି । କିନ୍ତୁ ଆପଣ କେବେ ଏପରି ଏକ ହୋଟେଲ ବିଷୟରେ ଶୁଣିଛନ୍ତି ଯେଉଁଠାରେ ଦମ୍ପତିମାନେ ଯାଇ ଛାଡପତ୍ର ନିଅନ୍ତି? ଏହା ଶୁଣି ଆପଣଙ୍କୁ…

ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ଗୁଜବ ମଧ୍ୟରେ ଭାଇରାଲ ହେଉଛି ଅଭିଷେକଙ୍କ ‘ଦ୍ଵିତୀୟ ବିବାହ’ ବୟାନ

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହର ୧୭ ବର୍ଷ ବିତିଗଲାଣି, କିନ୍ତୁ ସେମାନଙ୍କ ମଧ୍ୟରେ ମତଭେଦ ତଥା ମନାନ୍ତରର ଗୁଜବ ସବୁବେଳେ ଚାଲିଆସୁଛି । ଅଭିଷେକଙ୍କ ବିନା ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିବା ଏବଂ ଅଭିଷେକ 'ଡିଭର୍ସ ପୋଷ୍ଟ'କୁ ଲାଇକ୍ କରିବା ଲୋକଙ୍କୁ ଏହି ଗୁଜବକୁ…