Browsing Tag

divya chouksey

ବଲିଉଡ୍‌କୁ ପୁଣି ଏକ ଝଟକା: ସାହାଯ୍ୟ ମାଗି ଶେଷରେ କମ ବୟସରେ ଆଖି ବୁଜିଲେ ଏହି ଅଭିନେତ୍ରୀ

ଚଳିତ ବର୍ଷ ୨୦୨୦ ବଲିଉଡ୍‌ ପାଇଁ ଖରାପ ସମୟ ଚାଲିିଛି। ଜଣଙ୍କ ପରେ ଜଣେ ଝଟକା ଦେଉଛନ୍ତି। ସେହିଭଳି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଅଭିନେତ୍ରୀ ମଡେଲ୍‌ ଦିବ୍ୟା ଚୌକସେ୍‌ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ତାଙ୍କର ଜଣେ ସାଙ୍ଗ ଏବଂ ଭଉଣୀ ଫେସବୁକ୍‌ ମାଧ୍ୟମରେ ଜଣାଇଛନ୍ତି।…