କେମିକାଲ ନୁହେଁ, ମନ୍ଦାର ଫୁଲରେ ବନାନ୍ତୁ ନେଚୁରାଲ୍ ହେୟାର କଲର୍
ବାଳକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରିଥାନ୍ତ । ଯାହା ବାଳ ପାଇଁ ହାନୀକାରକ ହୋଇଥାଏ । ଯଦିଓ ବାଳ କଲର୍ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର ବାଳକୁ ଅଲଗା ପ୍ରକାର ଲାଲ୍ କରିଥାଏ । ପ୍ରାକୃତିକ(ନେଚୁରାଲ୍) ଉପାୟରେ…