ଦୀପାବଳି ପୂର୍ବରୁ ବଜାରକୁ ଆସିଲା ନିଆରା ଦୀପ, ଥରେ ତେଲ ଭର୍ତ୍ତି କଲେ ଜଳୁଛି ୪୦ ଘଣ୍ଟା
ଦୀପାବଳି ପର୍ବ ଯେତିକି ନିକଟତର ହେଉଛି ବଜାରରେ ରଙ୍ଗ ବେରଙ୍ଗର ଦୀପ ଆସିବା ସେତିକି ବଢ଼ୁଛି। ଏବେ ଛତିଶଗଡ଼ର ଅଶୋକ ଚକ୍ରଧାରୀ ନାମକ ଜଣେ ଶିଳ୍ପୀ ଏକ ଏଭଳି ଦୀପ ତିଆରି କରିଛନ୍ତି, ଯାହା ନିଜ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି। ଏହି ଦୀପ ଦେଖିବାକୁ ଅନ୍ୟ ସବୁ ଦୀପ ଠାରୁ ଭିନ୍ନ। ଏଥିରେ…