ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ: ନିୟମ ନମାନିଲେ ଆରସି, ଫିଟନେସ୍ ହେବ ବାତିଲ
ଭୁବନେଶ୍ୱର : ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ । ନିଦ୍ଧିଷ୍ଟ ଆଲୋକ, ଉଚ୍ଚତାରେ ପରିବର୍ତ୍ତନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିୟମ ନମାନିଲେ ଆରସି, ଫିଟନେସ୍ ହେବ ବାତିଲ । ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଲା ଏସ୍ଟିଏ ।…