Browsing Tag

dj sound

ଡିଜେ ସାଉଣ୍ଡ ଯୋଗୁ ମୃତ୍ୟୁ ଅଭିଯୋଗ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ ।  ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ ।  ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।  ଗତକାଲି ରାତିରେ ତିଗିରିଆ ଥାନା ନୂଆପାଟଣା ବଜାରରେ ଏକ ବିବାହ ପ୍ରସେସନ…

ଦୁର୍ଗାପୂଜା ଭସାଣି ବେଳେ ଡିଜେ ବନ୍ଦ, କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣି

ଭୁବନେଶ୍ବର: ଏଥର ଦୁର୍ଗାପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣ । ଭସାଣ ବେଳେ ଲାଗିବନି ଲେଜର ଲାଇଟ । ବାଣ ଫୁଟାଇବା ଉପରେ ମଧ୍ୟ ଲାଗିଲା କଟକଣା । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା…

ବିକଟାଳ ଡିଜେ ଶବ୍ଦରେ ଥର ହର ବାଲେଶ୍ଵରବାସୀ, ୬ ଟି ଡିଜେ ଗାଡ଼ିକୁ ଅଟକ ରଖିଲେ ବସ୍ତା ପୋଲିସ

ବାଲେଶ୍ଵର: ବିକଟାଳ ଡିଜେ ଶବ୍ଦରେ ଥର ହର ସହରବାସୀ । ଆବଶ୍ୟକତା ଠାରୁ ଅଧିକ ଶବ୍ଦ ବ୍ୟବହାର ସହ ବଡ଼ ବଡ଼ ସାଉଣ୍ଡ ବାକ୍ସ ସାଙ୍ଗକୁ ଝିଲ ମିଲ ଲାଇଟରେ ମତୁଆଲା ସହରୀ ଯୁବକ । ବୟସ୍କ, ଶିଶୁ ଓ ହୃଦ୍ ରୋଗୀ ଏହାସହ ଜନଗହଳି ପୂର୍ଣ୍ଣ ସହର ତଥା ଗଳିକନ୍ଦିକୁ କାହାରି ଖାତିର ନାହିଁ । ଗୋଟିଏ ପରେ…

ବିବାହ ଶୋଭାଯାତ୍ରାରେ ଅଘଟଣ, ୧୧ କେଭି ଲାଇନ ସଂସ୍ପର୍ଶରେ ଆସିଲା ଡିଜେ ସାଉଣ୍ଡ ସିଷ୍ଟମ

ଢେଙ୍କାନାଳ : ବିବାହ ଶୋଭାଯାତ୍ରାରେ ନାଚୁଥିଲେ ବରଯାତ୍ରୀ ।  କିଛି ସମୟ ପରେ କନ୍ୟା ଘରେ ପହଞ୍ଚିଥାନ୍ତା ବର ।  ତା ପୂର୍ବରୁ ୧୧କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଲା ଡିଜେ ସାଉଣ୍ଡ ସିଷ୍ଟମ ।  ଡିଜେ ସାଉଣ୍ଡ ସିଷ୍ଟମରେ କରେଣ୍ଟ ପ୍ରବାହିତ ହେବା ପରେ ଡିଜେ ପାଖରେ ନାଚୁଥିବା ଲୋକେ ଜଣକ ପରେ…

ପରୀକ୍ଷା ସମୟରେ ଡିଜେ ସାଉଣ୍ଡ ଓ ଯାତ୍ରାକୁ ନେଇ ଚିନ୍ତାରେ ଅଭିଭାବକ, କାର୍ଯ୍ୟନୁଷ୍ଠାନ ପାଇଁ ଉଠିଛି ଦାବି

ପରୀକ୍ଷା ସମୟରେ ଅସହ୍ୟ କରୁଛି ଡିଜେ ସାଉଣ୍ଡ । ଡିଜେ ସାଉଣ୍ଡ ଓ ଯାତ୍ରାକୁ ନେଇ ଚିନ୍ତାରେ ଅଭିଭାବକ । ଗାଁ କି ସହର ଡିଜେର ଭୀଷଣ ଶବ୍ଦରେ ପ୍ରଭାବିତ ହେଉଛନ୍ତି ବାଲେଶ୍ବର ବାସିନ୍ଦା । ଖାଲି ସେତିକି ନୁହଁ ରାତି ୧୦ଟା ପରେ ମଧ୍ୟ ଯାହା ସବୁ ନିଷେଧ ତାହା କେବଳ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ…

ଡିଜେ ସାଉଣ୍ଡରୁ ଗଲା ଜୀବନ: ନାଚୁ ନାଚୁ ଟଳି ପଡିଲେ ବାଳକ

ସାଲେପୁର (କେନ୍ୟୁଜ): ପୁଣି ଡିଜେ ସାଉଣ୍ଡରେ ଗଲା ଏକ ନିରୀହ ବାଳକର ଜୀବନ। ମାହାଙ୍ଗା ଥାନା ଅଧୀନ ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ। ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି…

ଡିଜେ ସାଉଣ୍ଡ୍‌ରେ ରାଗିଗଲା ଘୋଡ଼ା! ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ଅଧିକାଂଶ ଭାରତୀୟ ବିବାହରେ ବରଯାତ୍ରୀ ମନା ଖୋଲା ଡ୍ୟାନ୍ସ କରି ଥାଆନ୍ତି। କିନ୍ତୁ ନିକଟରେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ବିବାହ ସମୟରେ ବରଯାତ୍ରୀମାନଙ୍କ ଡ୍ୟାନ୍ସ ଏକ ଦୁର୍ଘଟଣାରେ ବଦଳି ଯାଇଛି। ଘଟଣାରୁ ଜଣାପଡ଼ିଛି ଯେ ଜୋର୍‌ ଶବ୍ଦରେ ଡିଜେ ମ୍ୟୁଜିକ୍‌ ବାଜୁଥିବାରୁ…

ବରଯାତ୍ରୀ ଭାବେ ନାଚି ନାଚି ଯାଉଥିଲେ ଯୁବକ, ଡିଜେ ସାଉଣ୍ଡ ନେଇଗଲା ଜୀବନ

ଶବ୍ଦ ପ୍ରଦୂଷଣଯେ ଶରୀର ଉପରେ କେତେ ମାତ୍ରାରେ କୁପ୍ରଭାବ ପକାଏ ବୋଲି ଆମେ ଶୁଣି ଆସୁଛୁ । କିନ୍ତୁ ଏହି ଶବ୍ଦ ପ୍ରଦୂଷଣ ଯେ ଜଣଙ୍କ ଜୀବନ ନେଇପାରେ ଏମିତି ଘଟଣା ହୁଏତ ଆମେ ଆଗରୁ କେବେ ବି ଶୁଣିନଥିବୁ କି ଜାଣିନଥିବୁ । ଏକ ବରଯାତ୍ରୀ ଗାଡି ଯାଉଥିବା ବେଳେ ଅତ୍ୟଧିକ ଶବ୍ଦ କାରଣରୁ ଜଣେ ନାବାଳକର…