Browsing Tag

dj vehicle

ବିହାରରେ ବଡ଼ ଦୁର୍ଘଟଣା; ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଡିଜେ, ୯ କାଉଡ଼ିଆଙ୍କ ମୃତ୍ୟୁ

ବିହାରର ହାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶ୍ରାବଣ ସୋମବାର ଜଳାଭିଷେକ କରିବାକୁ ଯାଉଥିବା କାଉଡ଼ିଆମାନଙ୍କ ଗାଡ଼ି ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା, ଯେଉଁଥିରେ କରେଣ୍ଟ୍‌ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏହି…

ବ୍ରେକ ଫେଲ୍‌ ହେବା ପରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଡିଜେ ଗାଡି,ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ବଣାଇ କୁଲୁକୁତା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ବୁର୍ଲା ଓ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଯାତ୍ରୀ ଡିଜେ ଗାଡ଼ିରେ ଥିଲେ ୨୫ ବ୍ୟାଣ୍ଡ…