ଦେଶରେ ଅଣ ବିଜେପି ଅଣ କଂଗ୍ରେସ ସରକାର ଗଠନର ସମ୍ଭାବନା ନାହିଁ : ଏମ୍ କେ ଷ୍ଟାଲିନ
କେନ୍ୟୁଜ୍: ଦେଶରେ ଅଣ ବିଜେପି ଅଣ କଂଗ୍ରେସ ସରକାର ଗଠନର ସମ୍ଭାବନା ନାହିଁ। ଏହା କହିଛନ୍ତି ଡିଏମ୍କେ ମୁଖ୍ୟ ଏମ୍ କେ ଷ୍ଟାଲିନ। ଅଣ କଂଗ୍ରେସ ଅଣ ବିଜେପି ଫେଡେରାଲ ଫ୍ରଣ୍ଟ ନେଇ ଉଦ୍ୟମ କରୁଥିବା ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଗତକାଲି ଷ୍ଟାଲିନଙ୍କୁ ଭେଟିଥିଲେ। ଷ୍ଟାଲିନ…