ଏବେ ସହଜରେ ଜାଣିପାରିବ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବେ ଆପଣ, ପଢ଼ନ୍ତୁ ପୂରା ରିପୋର୍ଟ
ଆଜିକାଲି ସୋସିଆଲ ନେଟୱାର୍କିଙ୍ଗ ସାଇଟ୍ସରେ ଏମିତି ଅନେକ ଆପର ପ୍ରଚଳନ କରାଯାଉଛି, ଯେଉଁଥିରେ ଆପଣଙ୍କ ମୃତ୍ୟୁର ତାରିଖ ସହିତ ଆପଣ କେତେ ଦିନ ବଞ୍ଚିବେ ଏହାର ପୂର୍ବାନୁମାନ ଲଗାଯାଇପାରିବ ଏବଂ ସାଧାରଣତଃ ଲୋକମାନଙ୍କୁ ଏଥିରେ ଆଗ୍ରହ ମଧ୍ୟ ରହୁଛି। ଏହାସହିତ ବୈଜ୍ଞାନିକ ମାନେ ଏକ ଅନୁସନ୍ଧାନ…