ଜାଣିଛନ୍ତି କି, କାହିଁକି ଭଗବାନଙ୍କ ପ୍ରସାଦରେ ବ୍ୟବହାର ହୁଏନାହିଁ ପିଆଜ ଓ ରସୁଣ
ପିଆଜ ଏବଂ ରସୁଣ ଲୋକମାନଙ୍କର ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ କିଛି ଧାର୍ମିକ ଲୋକମାନେ ଏହି ଦୁଇଟି ଜିନିଷ ସେବନ କରିନଥାନ୍ତି। ଏହା ସହିତ ଏହାକୁ ମଧ୍ୟ ଭଗବାନଙ୍କ ପ୍ରସାଦରେ ବ୍ୟବହାର କରାଯାଇନଥାଏ। ଏହା ପଛରେ ଅନେକ ଭୌତିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ…