Browsing Tag

doctor

ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର, ଆୟୁଷ ଡାକ୍ତର ଦ୍ଵାରା ଚାଲିଛି ସ୍ବାସ୍ଥ୍ୟ ସେବା

ବାଙ୍କୀ: ୨୦ ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ଡାକ୍ତରଖାନାରେ ନାହାନ୍ତି ସ୍ଥାୟୀ ଡାକ୍ତର । ଜଣେ ଫାର୍ମାସିଷ୍ଟ ଆଉ ଜଣେ ଆୟୁଷ ଡାକ୍ତର ଦ୍ଵାରା ଚାଲିଛି ସ୍ବାସ୍ଥ୍ୟ ସେବା । ଏହା କେଉଁ ଉପାନ୍ତ ଅଞ୍ଚଳରେ ଚିତ୍ର ନୁହେଁ । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟକୁ ଲାଗି…

ଉଡ଼ି ଯାଇଥିଲା ପ୍ରାଣବାୟୁ, ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା

ଶରୀରରେ ନଥିଲା ପ୍ରାଣ । ଉଡ଼ି ଯାଇଥିଲା ପ୍ରାଣବାୟୁ । ୧୫ ମିନିଟ ପରେ ପୁଣି ହୃଦୟର ସ୍ପନ୍ଦନ ଶୁଣାଗଲା । କିଛି ମୁହୂର୍ତ୍ତରେ ଜୀବନ ହରାଇଥିବା ବ୍ୟକ୍ତି ଜୀବିତ ହୋଇ ଉଠିଲା । ହଁ ଦର୍ଶକ ବନ୍ଧୁ, ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ…

ରୋଗୀଙ୍କ ଚିକିତ୍ସା ବେଳେ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ, ଭୟରେ ଅଛନ୍ତି ରୋଗୀ ଓ ସଂପର୍କୀୟ

ବାଙ୍କୀ: ବିପଦ ପୂର୍ଣ୍ଣ ଛାତ ତଳେ ଚାଲିଛି ସ୍ବାସ୍ଥ୍ୟ ସେବା । ଡାକ୍ତରଖାନାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ଉପରୁ ଖସୁଛି ସିମେଣ୍ଟ ଖଣ୍ଡ । କେତେବେଳେ ରୋଗୀଙ୍କ ଉପରେ ପଡୁଛି ତ କେତେବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ପଡୁଛି । ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ରର ଅବସ୍ଥା…

H-1B ଭିସାକୁ ନେଇ ଆସିଲା ବଡ଼ ଅପଡେଟ୍, ଡ଼ାକ୍ତରମାନଙ୍କୁ ୯୦ ଲକ୍ଷ ଟଙ୍କା ଛାଡ଼ କରିପାରେ ଆମେରିକା

ଆମେରିକା : ଟ୍ରମ୍ପ୍ ଙ୍କ H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର । ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ହ୍ବାଇଟ୍  ହାଉସ୍ । ଜାତୀୟତା ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ମେଡିକାଲ୍  ଗ୍ରାଜୁଏଟ୍ ମାନଙ୍କୁ…

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ନାହାନ୍ତି ନର୍ସ, ନାହାନ୍ତି ଡାକ୍ତର, ଚିକିତ୍ସା କରୁଛନ୍ତି ସୁରକ୍ଷାକର୍ମୀ

କରଞ୍ଜିଆ : ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନାହାନ୍ତି ନର୍ସ, ନାହାନ୍ତି ଡାକ୍ତର । ଚିକିତ୍ସା କରୁଛନ୍ତି ସୁରକ୍ଷାକର୍ମୀ । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ ? ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ । ଜଣେ…

ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ ବୃଦ୍ଧ, ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର

ବ୍ରହ୍ମପୁର: ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ ବୃଦ୍ଧ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କଲେ ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଛି । MKCG ମେଡିକାଲ…

ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଡାକ୍ତରାଣୀ ଶୋଭାଲିନ

ତାଳଚେର: ଡାକ୍ତରାଣୀ ହେବ ତ ଏମିତି । ପେଶା ଡାକ୍ତର କିନ୍ତୁ ନିଶା ଗରିବ ରୋଗୀଙ୍କ ସେବା କରିବା । ନିଜ ଖର୍ଚ୍ଚରେ ବସ୍ତି ଅଞ୍ଚଳକୁ ଯାଇ ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଦେଇ ଆସୁଛନ୍ତି ଔଷଧ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଣ୍ଟା ଭିଡିଛନ୍ତି ତାଳଚେର ଅଞ୍ଚଳର ଯୁବ…

ଅସ୍ତ୍ରୋପଚାର ପୂର୍ବରୁ ଘଟିଲା ଚମତ୍କାର, ମରଣ ମୁହଁରୁ ଫେରିଲେ ମହିଳା

ବେଳେବେଳେ ଅନେକ ଚମତ୍କାର ଦେଖିବାକୁ ମିଳିଥାଏ । ଯାହା ବର୍ତ୍ତମାନ ଆମେରିକାରେ ଅସ୍ତ୍ରୋପଚାର ହେଉଥିବା ସମୟରେ ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଅଙ୍ଗଦାନ ଅସ୍ତ୍ରୋପଚାରର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଡାରକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।…

ଦେବଦୂତ ସାଜିଲେ ଡାକ୍ତର, ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଆଣି ଯୋଗାଇଲେ ଚିକିତ୍ସା

ରାଜନଗର : ଡାକ୍ତର ହେବ ତ ଏମିତି । ବନ୍ୟା ପାଣିରୁ ଗର୍ଭବତୀ ମହିଳାଙ୍କୁ ଟଲିରେ ବୋହି ଆଣି ଚିକିତ୍ସା ଯୋଗାଇଛନ୍ତି ରାଜନଗର ମେଡିକାଲର ମେଡିକାଲ ଅଫିସର ଡାକ୍ତର ରଶ୍ମୀ ରଞ୍ଜନ ମହାନ୍ତି । ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ଫଳରେ ଅନେକ ସ୍ଥାନରେ ମୁଖ୍ୟ…

ଆପଣ ଘରେ ଏକା ଅଛନ୍ତି ଆଉ ହଠାତ ଆପଣଙ୍କୁ ହୃଦଘାତ ହେଲା ତେବେ ଏପରି ପରିସ୍ଥିତିରେ ଆପଣ କଣ କରିବେ?

ଆଜିକାଲି ହୃଦଘାତ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନାହିଁ ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ମାମଲା ଦିନକୁ ଦିନ ମାତ୍ରାଧିକ ଭାବରେ ବୃଦ୍ଧି ପାଉଛି । ଆପଣ ଦେଖିଥିବେ କେତେବେଳେ ଜିମ୍‌ରେ ହୃଦଘାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହେଲାଣି ତ ଆଉ କେତେବେଳେ ପିଲାଟିଏ ନାଚିବା ସମୟରେ ମଧ୍ୟ ଏହାର ଶିକାର…

ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଯାଜପୁର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…

 ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର…

ଅବସର ପରେ ଫେରି କରୁଛନ୍ତି ଲୋକଙ୍କ ସେବା, ଗାଁ ମାଟିର ମମତା ଭୁଲି ନାହାନ୍ତି

ଭଦ୍ରକ: ଗାଁ ରେ ଜନ୍ମ ହୋଇ ବାହାରେ କର୍ମମୟ ଜୀବନ ଆରମ୍ଭ କରି ପୁଣି ଗାଁ କୁ ଫେରି ଗାଁ ମାଟି ଓ ମଣିଷ ଙ୍କ ପାଇଁ କିଛି ଭଲ କାର୍ଯ୍ୟ ଖୁବ କୋଚିତ ଲୋକ କରନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ବ୍ଲକ ଅଧିନସ୍ଥ ମଧୁସୂଦନ ପୁର ଗ୍ରାମର ଡାକ୍ତର ଶ୍ରୀକାନ୍ତ ବାରିକ ହେଉଛନ୍ତି ଅନ୍ୟତମ । ସେ ନିଜ ବାପା…