ଡାକ୍ତରଙ୍କ ଉପରେ ବର୍ଷିଲେ ମୃତକଙ୍କ ପରିଜନ, ବିଧା ଗୋଇଠା ଚାପୁଡା ସହ ଝାଡୁରେ ମାଡ
ଏବେ ସୋସିଆଲ ମିଡିଆରେ ଏକ ବର୍ବରତାର ଭିଡିଓ ଭାଇରାଲ ହେଉଛି। ହସପିଟାଲ ଭିତରେ ଚାଲିଛି ଗୁଣ୍ଡାଗିରି। ମେଡିକାଲ ଭିତରେ ହିଁ ଡାକ୍ତରଙ୍କୁ ନିର୍ଦ୍ଧୁମ ମାଡ। ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆଖି ବୁଜା ମାଡ ମାରୁଛନ୍ତି ରୋଗୀଙ୍କ ପରିଜନ। ଏହି ଘଟଣା ଘଟିଛି ଆସାମ୍ ଗୌହାଟୀର ହୋଜାଇରେ।…