କରୋନା ଭୟରେ ମହିଳା ଡାକ୍ତରଙ୍କୁ ଗାଳି ଦେଇ ସୋସାଇଟିରୁ ତଡ଼ି ଦେଲେ ପଡ଼ୋଶୀ, ଦେଖନ୍ତୁ ଭିଡିଓ
ଜୀବନଘାତକ କରୋନା ଭାଇରସ ସହ ଲଢ଼ିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ମଧ୍ୟ ବିପଦକୁ ଠେଲି ଦେଉଛନ୍ତି। କୋଭିଡ-୧୯ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ଚିକିତ୍ସକମାନେ ନିଜର ସର୍ବସ୍ବ ବାଜିରେ ଲଗାଇଦେଉଥିବା ଆମ ସମାଜର କିଛି ଲୋକ ସେମାନଙ୍କୁ ସମ୍ମାନ ଦେବା ବଦଳରେ ବରଂ ତାଙ୍କୁ ନିନ୍ଦା ଅପବାଦ…