କଲିକତା ଡାକ୍ତର ଦୁଷ୍କର୍ମ ମାମଲା : ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୁଡ ,ଜଷ୍ଟିସ େଜ.ବି ପାରଦ୍ୱିଓ୍ଵାଲା ଏବଂ ମେନାଜ ମିଶ୍ରାଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ସିବିଆଇ ଏହି ମାମଲାରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଛି । ଖଣ୍ଡପୀଠ ବନ୍ଦ ଲଫାଫାରେ…