ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ପେଟରେ ହିଁ ମରିଗଲା ଶିଶୁ, ଅଭିଯୋଗ ଆଣିଲେ ବାପା
ହସଖୁସିର ପରିବାର ଭିତରେ ହଠାତ ଚାଲି ଆସିଲା ଦୁଃଖର କଳା ବାଦଲ । ଅପେକ୍ଷା କରିଥିଲେ ଘରକୁ ନୂଆ ଅତିଥି ଆସିବ କିନ୍ତୁ ସବୁକିଛି ପାଣି ଫୋଟକା ଭଳି ଫାଟିଗଲା । ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । କେତେବେଳେ କାହା ଜୀବନରେ ଏ ମୃତ୍ୟୁ ଆସି ପହଞ୍ଚିଯାଏ ତାହା କେହି କହି ପାରିବେ ନାହିଁ । ଆଉ…